ପାଦଟୀକା
a ଏହି ଲେଖାରୁ ବିଶେଷ କରି ସେହି ଭାଇଭଉଣୀଙ୍କୁ ସାହାଯ୍ୟ ମିଳିବ, ଯେଉଁମାନେ କୌଣସି ବଡ଼ ସମସ୍ୟାର ସାମନା କରୁଛନ୍ତି କିମ୍ବା ଯେଉଁମାନଙ୍କୁ ଲାଗେ ଯେ ସେମାନଙ୍କୁ ଯେଉଁ ଦାୟିତ୍ୱ କିମ୍ବା କାମ ଦିଆଯାଇଛି, ତାହା ସେମାନେ ପୂରା କରିପାରିବେନି । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ଆମକୁ ସାହସ ଓ ଶକ୍ତି ଦେଇପାରିବେ ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମେ କʼଣ କରିପାରିବା ।