ପାଦଟୀକା
a ଯଦି ଆପଣ jw.org ୱେବସାଇଟ୍ରେ ଖୋଜନ୍ତୁ ବକ୍ସରେ “ସେମାନଙ୍କ ବିଶ୍ୱାସକୁ ଅନୁକରଣ କରନ୍ତୁ” କିମ୍ବା “ଅନୁଭବ” ଟାଇପ୍ କରନ୍ତି, ତେବେ ଆପଣଙ୍କୁ ଏପରି ଅନେକ ତଥ୍ୟ ମିଳିବ ଯାହାଯୋଗୁଁ ଆପଣଙ୍କ ବିଶ୍ୱାସ ବଢ଼ିବ । ଆପଣ JW ଲାଇବ୍ରେରୀ ଆପ୍ରେ “ଆଉ କିଛି ଲେଖା” ଭାଗରେ “ସେମାନଙ୍କ ବିଶ୍ୱାସକୁ ଅନୁକରଣ କରନ୍ତୁ” କିମ୍ବା “ୟହୋୱା କେ ସାକ୍ଷୀୟୋ କି ଜୀୱାନ କାହାନି” ସିରିଜ୍ରେ ଦିଆଯାଇଥିବା ଲେଖା ବି ପଢ଼ିପାରିବେ ।