ପାଦଟୀକା
e “ଭାଇଭଉଣୀମାନେ କିପରି ବ୍ୟବହାର କଲେ ?” ନାମକ ବକ୍ସ ଓ ଚିତ୍ରଗୁଡ଼ିକ ଦେଖନ୍ତୁ । ଜଣେ ଭାଇ କିଛି ସମୟରୁ ସଭାରେ ଆସୁ ନ ଥିଲେ । ସେ ରାଜ୍ୟଘରେ ଯିବା ପାଇଁ ସଙ୍କୋଚ କରୁଛନ୍ତି, କିନ୍ତୁ ସେ ସାହସ କରି ଭିତରକୁ ଯାʼନ୍ତି । ସେଠାରେ ଭାଇଭଉଣୀମାନେ ଅତି ପ୍ରେମର ସହିତ ତାଙ୍କୁ ସ୍ୱାଗତ କରନ୍ତି ଆଉ ସେମାନଙ୍କ ସହ ଭେଟି ସେ ବହୁତ ଖୁସି ହୁଅନ୍ତି ।