ପାଦଟୀକା
a ଯିହୋବା ଜଣେ ସ୍ୱର୍ଗଦୂତଙ୍କୁ ମଧ୍ୟ ବାଛିଲେ ଯିଏ ଇସ୍ରାଏଲୀୟମାନଙ୍କ ଆଗେ ଆଗେ ଚାଲୁଥିଲେ । ଆଉ ସେ ସେମାନଙ୍କୁ ପ୍ରତିଜ୍ଞାତ ଦେଶରେ ଯିବା ପାଇଁ ରାସ୍ତା ଦେଖାଉଥିଲେ । ପ୍ରମାଣରୁ ଜଣାପଡ଼େ ଯେ ଏହି ସ୍ୱର୍ଗଦୂତ, ମୀଖାୟେଲ ଥିଲେ । ପୃଥିବୀରେ ଆସିବା ପୂର୍ବରୁ ସ୍ୱର୍ଗରେ ଯୀଶୁଙ୍କ ନାମ ମୀଖାୟେଲ ଥିଲା ।—ଯାତ୍ରା. ୧୪:୧୯; ୩୨:୩୪.