ପାଦଟୀକା
c ସମ୍ବେଦନଶୀଳ ଅଙ୍ଗଗୁଡ଼ିକ ଉପରେ ହାତ ଦେବା ମଧ୍ୟ ଅନୈତିକ ଯୌନ ସମ୍ପର୍କରେ ସାମିଲ୍, ଯାହା ପାଇଁ ମଣ୍ଡଳୀର ପ୍ରାଚୀନମାନଙ୍କୁ ନ୍ୟାୟିକ ସମିତି ଗଢ଼ି ପଦକ୍ଷେପ ନେବାକୁ ପଡ଼େ । ସ୍ତନ ଉପରେ ହାତ ଦେବା ଏବଂ ମେସେଜ୍ ଜରିଆରେ କିମ୍ବା ଫୋନ୍ରେ ଅନୈତିକ କଥାବାର୍ତ୍ତା ହେବା ପାଇଁ ମଧ୍ୟ ନ୍ୟାୟିକ ସମିତି ଗଢ଼ା ଯାଇପାରେ । କିନ୍ତୁ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଏ ।