ପାଦଟୀକା
a ଏହାର ଅର୍ଥ କʼଣ ? ଯେବେ ଜଣେ ମଣିଷ କୌଣସି ଭୁଲ କାମ କରେ ବା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚେ ନାହିଁ, ତେବେ ବାଇବଲରେ ଏହାକୁ “ପାପ” କୁହାଯାଇଛି । ବାଇବଲରେ ଆମ ଅପରିପୂର୍ଣ୍ଣତା ଓ ପାପୀ ଅବସ୍ଥାକୁ ମଧ୍ୟ “ପାପ” ବୋଲି କୁହାଯାଇଛି ଯାହା ଆମକୁ ଆଦମଠାରୁ ମିଳିଛି, ଆଉ ଏହି କାରଣ ଯୋଗୁଁ ଦିନେ ଆମର ମୃତ୍ୟୁ ହୋଇଯାଏ ।