ପାଦଟୀକା
c ଯିହୋବାଙ୍କ ସହ “ବୁଝାମଣା” କରିବା ପାଇଁ ଆମକୁ ହୃଦୟରୁ ପଶ୍ଚାତାପ କରିବାକୁ ପଡ଼ିବ । ଆମକୁ ଯିହୋବାଙ୍କଠାରୁ ନିଜ ପାପଗୁଡ଼ିକ ପାଇଁ କ୍ଷମା ମାଗିବାକୁ ପଡ଼ିବ ଓ ସୁଧାର କରିବାକୁ ପଡ଼ିବ । ଯଦି ଆମେ କୌଣସି ଗମ୍ଭୀର ପାପ କରିଛୁ, ତାହେଲେ ଆମକୁ ପ୍ରାଚୀନମାନଙ୍କଠାରୁ ମଧ୍ୟ ସାହାଯ୍ୟ ନେବାକୁ ପଡ଼ିବ ।—ଯାକୁ. ୫:୧୪, ୧୫.