ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା

ପାଦଟୀକା

a ସୁସମାଚାର ବହି ଓ ବାଇବଲର ଅନ୍ୟ ବହିଗୁଡ଼ିକରେ କୁହାଯାଇଛି ଯେ ଜୀବିତ ହେବା ପରେ ଯୀଶୁ କେଉଁ ଲୋକମାନଙ୍କ ଆଗରେ ପ୍ରକଟ ହେଲେ । ସେମାନେ ହେଉଛନ୍ତି: ମଗ୍‌ଦଲୀନୀ ମରୀୟମ (ଯୋହ. ୨୦:୧୧-୧୮); ଅନ୍ୟ କିଛି ସ୍ତ୍ରୀମାନେ (ମାଥି. ୨୮:୮-୧୦; ଲୂକ ୨୪:୮-୧୧); ୨ ଜଣ ଶିଷ୍ୟ (ଲୂକ ୨୪:୧୩-୧୫); ପିତର (ଲୂକ ୨୪:୩୪); ପ୍ରେରିତମାନଙ୍କ ଆଗରେ, ଯେବେ ଥୋମା ନ ଥିଲେ (ଯୋହ. ୨୦:୧୯-୨୪); ପ୍ରେରିତମାନଙ୍କ ଆଗରେ, ଯେବେ ଥୋମା ଥିଲେ (ଯୋହ. ୨୦:୨୬); ୭ ଜଣ ଶିଷ୍ୟ (ଯୋହ. ୨୧:୧, ୨); ୫୦୦ରୁ ବି ଅଧିକ ଶିଷ୍ୟ (ମାଥି. ୨୮:୧୬; ୧ କରି. ୧୫:୬); ନିଜ ଭାଇ ଯାକୁବଙ୍କ ଆଗରେ (୧ କରି. ୧୫:୭); ସମସ୍ତ ପ୍ରେରିତମାନଙ୍କ ଆଗରେ (ପ୍ରେରି. ୧:୪); ଏବଂ ବେଥନୀଆରେ ପ୍ରେରିତମାନଙ୍କ ଆଗରେ । (ଲୂକ ୨୪:୫୦-୫୨) ହୁଏତ, ଯୀଶୁ ଅନ୍ୟ ସମୟରେ ମଧ୍ୟ ନିଜ ଶିଷ୍ୟମାନଙ୍କୁ ଭେଟି ଥିବେ ଯାହା ବିଷୟରେ ବାଇବଲରେ କୁହାଯାଇ ନାହିଁ ।—ଯୋହ. ୨୧:୨୫.

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ