ପାଦଟୀକା b ଯଦି ଆପଣଙ୍କ ପିଲାମାନଙ୍କର ଅଧ୍ୟୟନ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ହୋଇସାରିଛି, ତାହେଲେ ଆପଣ ଭାଗ ୩ ଓ ୪ରେ ଦିଆଯାଇଥିବା ସେହି ପାଠଗୁଡ଼ିକ ଉପରେ ପୁଣିଥରେ ସେମାନଙ୍କ ସହିତ ଚର୍ଚ୍ଚା କରିପାରିବେ, ଯେଉଁଥିରେ ବାଇବଲର ସ୍ତର ବିଷୟରେ କୁହାଯାଇଛି ।