ପାଦଟୀକା
c ଅକ୍ଟୋବର-ଡିସେମ୍ବର, ୨୦୦୬ ମସିହାର ସଜାଗ ହୁଅରେ ! ଦିଅଯାଇଥିବା ଲେଖା “ହାମ୍ କ୍ୟୁ ବିଶ୍ୱାସ କରତେ ହୈ କି ଏକ୍ ସୃଜନହାର୍ ହୈ” ଏବଂ ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନ—ଉତ୍ତର ପାଇବା ଜରୁରୀ ନାମକ ପୁସ୍ତିକା ପଢ଼ନ୍ତୁ । ଆହୁରି ଅନ୍ୟ ଭାଇଭଉଣୀମାନଙ୍କ ଅନୁଭୂତି ଶୁଣିବା ପାଇଁ jw.org ୱେବସାଇଟ୍ରେ ଥିବା ଭିଡିଓ ସିରିଜ୍ର ଜୀବନର ଆରମ୍ଭ ବିଷୟରେ ଅନ୍ୟମାନଙ୍କର ମତ ଭାଗରୁ ଦେଖନ୍ତୁ ।