ପାଦଟୀକା
f ବାଇବଲରେ ଏହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ ଜଣେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ ଭଳି ଯୌନ ସମ୍ପର୍କ ରଖିବା ଠିକ୍ କିମ୍ବା ଭୁଲ । ସେଥିପାଇଁ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ନିଜେ ନିଷ୍ପତ୍ତି ନେବା ଉଚିତ୍ ଯେ ସେମାନେ ଏହି ମାମଲାରେ କʼଣ କରିବେ । କିନ୍ତୁ ସେମାନଙ୍କୁ ଧ୍ୟାନ ରଖିବା ଉଚିତ୍ ଯେ ସେମାନେ ଯାହା ବି କରିବେ, ସେଥିରୁ ଯିହୋବାଙ୍କର ଆଦର ହେଉ, ସେମାନଙ୍କୁ ଖୁସି ମିଳୁ ଏବଂ ସେମାନଙ୍କ ବିବେକ ଶୁଦ୍ଧ ରହୁ । ସାଧାରଣତଃ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ଏହି ବିଷୟରେ ଅନ୍ୟମାନଙ୍କ ସହିତ କଥା ହେବା ଉଚିତ୍ ନୁହେଁ ।