ପାଦଟୀକା
a ଏପରି ଜଣାପଡ଼େ ଯେ ଜଣେ ଦୁଷ୍ଟ ସ୍ୱର୍ଗଦୂତ ଇଲୀଫସ୍କୁ ଏହା ଭରସା ଦେବା ପାଇଁ ଚେଷ୍ଟା କଲା ଯେ କୌଣସି ବି ମଣିଷ ଯିହୋବାଙ୍କ ଦୃଷ୍ଟିରେ ଧାର୍ମିକ ନୁହଁନ୍ତି ଏବଂ ଆମେ ଯିହୋବାଙ୍କୁ ଖୁସି କରିପାରିବା ନାହିଁ । ଇଲୀଫସ୍ ତାʼର କଥାକୁ ସତ ବୋଲି ଭାବି ନେଲା ଏବଂ ଆୟୁବଙ୍କ ସହ କଥା ହେବା ସମୟରେ ସେ ବାରମ୍ବାର ଏହି କଥାକୁ କହିଲା ।—ଆୟୁ. ୪:୧୭; ୧୫:୧୫, ୧୬; ୨୨:୨.