ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୭୭
  • ଅନ୍ଧକାର ଦୁନିଆରେ ସତ୍ୟର ଆଲୋକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ଧକାର ଦୁନିଆରେ ସତ୍ୟର ଆଲୋକ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୭୭

ଗୀତ ୭୭

ଅନ୍ଧକାର ଦୁନିଆରେ ସତ୍ୟର ଆଲୋକ

(୨ କରିନ୍ଥୀୟ ୪:୬)

  1. ୧. ଅନ୍ଧାର ଯେ ରାତି ପରି

    ଅଗ୍ନି ଏ ସତ୍ୟର

    ସକାଳ ଦିବ୍ୟ ଆଲୋକ

    ଶୀଘ୍ର ହିଁ ଆସିବ

    (ଘୋଷା)

    ବାର୍ତ୍ତା ଏ ଆମର

    ଦୂର କରେ ଅନ୍ଧାର

    ଆଶାର, ଦୀପରେ

    ଆମକୁ ଦେଖାଏ

    କାଲିର ସୁ-ସମୟ

    ବିତେ ନାହିଁ ।

  2. ୨. ଉଠ ଯେ, ଶୋଇ ରହିଛ

    ଦେଖ ଏ ଆଲୋକ

    ଯାଏରେ ଗଡ଼ି ସମୟ

    କର ନାହିଁ ଡେରି

    (ଘୋଷା)

    ବାର୍ତ୍ତା ଏ ଆମର

    ଦୂର କରେ ଅନ୍ଧାର

    ଆଶାର, ଦୀପରେ

    ଆମକୁ ଦେଖାଏ

    କାଲିର ସୁ-ସମୟ

    ବିତେ ନାହିଁ ।

(ଯୋହ. ୩:୧୯; ୮:୧୨; ରୋମୀ. ୧୩:୧୧, ୧୨; ୧ ପିତ. ୨:୯ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ