ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୭୨
  • ରାଜ୍ୟର ସତ୍ୟକୁ ଅନ୍ୟକୁ ଜଣାଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରାଜ୍ୟର ସତ୍ୟକୁ ଅନ୍ୟକୁ ଜଣାଅ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଦେଉ ସନ୍ଦେଶ ଘରେ ଘରେ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୭୨

ଗୀତ ୭୨

ରାଜ୍ୟର ସତ୍ୟକୁ ଅନ୍ୟକୁ ଜଣାଅ

(ପ୍ରେରିତ ୨୦:୨୦, ୨୧)

  1. ୧. ଜାଣି ନ ଥିଲୁ ଯେ ଆମେ;

    ଥିଲୁ ଆମେ ଅନ୍ଧାରରେ ।

    ରାଜ୍ୟ ସତ୍ୟ ଜ୍ୟୋତିଃ ଯେ;

    ଯିହୋବା ହିଁ ପଠାଇଲେ ।

    ଜାଣିଲୁ ପିତାଙ୍କ ଇଚ୍ଛା;

    ସେବା କରି ଖୁସି ଦେବା,

    ପ୍ରଶଂସା ଆମେ କରୁ

    ଯିହୋବାଙ୍କ ପବିତ୍ର ନାମକୁ ।

    ସାକ୍ଷ୍ୟ ଦେଉ ଯେବେ ଆମେ;

    ଘରେ ଘରେ ଓ ରାସ୍ତାରେ ।

    ପଥ ଦେଖାଇ ମୁକ୍ତିର;

    ଶିକ୍ଷା ଦେଉଛୁ ସତ୍ୟର ।

    ସାରା ଦୁନିଆରେ କହୁ;

    ଭକ୍ତି କର ଯିହୋବାଙ୍କୁ ।

    ପ୍ରଚାର କରୁ ଆମେ

    ଯିହୋବା ଯେ ଯାଏଁ ନ ରୋକିବେ ।

(ଯିହୋ. ୯:୯; ଯିଶା. ୨୪:୧୫; ଯୋହ. ୮:୧୨, ୩୨ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ