ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୭
  • ଯୀଶୁଙ୍କ ଭଳି ନମ୍ରତା ଦେଖାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ଭଳି ନମ୍ରତା ଦେଖାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯୀଶୁଙ୍କ ଭଳି ନମ୍ରତା ଦେଖାନ୍ତୁ

ଯଦିଓ ଯୀଶୁ ଏ ପୃଥିବୀରେ ବଞ୍ଚିଥିବା ସର୍ବଶ୍ରେଷ୍ଠ ମନୁଷ୍ୟ ଥିଲେ, ତଥାପି ତାହାଙ୍କଠାରେ ଅହଂକାର ନ ଥିଲା ଏବଂ ସେ ଯିହୋବାଙ୍କର ମହିମା କରି ନମ୍ରତା ଦେଖାଇଥିଲେ । (ଯୋହ ୭:୧୬-୧୮) ଅନ୍ୟପକ୍ଷରେ, ଶୟତାନ ନିଜକୁ ଦିଆବଳରେ ପରିଣତ କଲା, ଯାହାର ଅର୍ଥ ହେଉଛି “ନିନ୍ଦକ ।” (ଯୋହ ୮:୪୪) ଅହଂକାରୀ ଫାରୂଶୀମାନଙ୍କଠାରେ ଶୟତାନର ମନୋଭାବ ସ୍ପଷ୍ଟ ଦେଖାଯାଉଥିଲା । ଯେକେହି ମସୀହଙ୍କଠାରେ ବିଶ୍ୱାସ ଦେଖାଉଥିଲା, ତାକୁ ଫାରୂଶୀମାନେ ତୁଚ୍ଛ ମନେ କରୁଥିଲେ । (ଯୋହ ୭:୪୫-୪୯) ଯେତେବେଳେ ଆମକୁ ମଣ୍ଡଳୀରେ କୌଣସି ଦାୟିତ୍ୱ ତୁଲାଇବାର ସମ୍ମାନ ମିଳେ, ଆମେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବା?

‘ପରସ୍ପରକୁ ପ୍ରେମ କରନ୍ତୁ’—ଈର୍ଷା ଓ ଅହଂକାର କରିବାଠାରୁ ଦୂରେଇ ରହନ୍ତୁ, ଭାଗ-୧ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ:

  • ଆଜେଶଙ୍କଠାରେ ଅହଂକାର କିପରି ସ୍ପଷ୍ଟ ଭାବେ ଦେଖାଗଲା?

‘ପରସ୍ପରକୁ ପ୍ରେମ କରନ୍ତୁ’—ଈର୍ଷା ଓ ଅହଂକାର କରିବାଠାରୁ ଦୂରେଇ ରହନ୍ତୁ, ଭାଗ-୨ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆଜେଶ କିପରି ନମ୍ରତା ଦେଖାଇଲେ?

    ଆଜେଶ କିପରି ଦିଲିପ ଓ କପିଲଙ୍କୁ ଉତ୍ସାହିତ କଲେ?

‘ପରସ୍ପରକୁ ପ୍ରେମ କରନ୍ତୁ’—ଗର୍ବ ଏବଂ ଅନୁଚିତ୍‌ ବ୍ୟବହାରଠାରୁ ଦୂରେଇ ରହନ୍ତୁ, ଭାଗ-୧ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ:

  • ଭାଇ ତରୁନ ନମ୍ରତା ଦେଖାଇବାରେ କିପରି ଅସଫଳ ହେଲେ?

‘ପରସ୍ପରକୁ ପ୍ରେମ କରନ୍ତୁ’—ଗର୍ବ ଏବଂ ଅନୁଚିତ୍‌ ବ୍ୟବହାରଠାରୁ ଦୂରେଇ ରହନ୍ତୁ, ଭାଗ-୨ (ହିନ୍ଦୀ) ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭାଇ ତରୁନ କିପରି ନମ୍ରତା ଦେଖାଇଲେ?

    ଭାଇ ତରୁନଙ୍କ ଉଦାହରଣରୁ ଆକାଂକ୍ଷା କʼଣ ଶିଖିଲେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ