ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ll ଭାଗ ୧୩ ପୃଷ୍ଠା ୨୮-୨୯
  • ଯିହୋବାଙ୍କୁ ଖୁସୀ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ଖୁସୀ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ?
  • ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାୟ ସମାନ ଲେଖା
  • ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଭାଗ ୧୩
    ଈଶ୍ୱରଙ୍କ ବାଣୀ ଶୁଣ
  • ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱର କିଏ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ll ଭାଗ ୧୩ ପୃଷ୍ଠା ୨୮-୨୯

ଭାଗ ୧୩

ଯିହୋବାଙ୍କୁ ଖୁସୀ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ?

ଦୁଷ୍ଟକାମରୁ ଦୂରେଇ ରୁହନ୍ତୁ। ୧ କରିନ୍ଥୀୟ ୬:୯, ୧୦

ଈର ଯେଉଁ କାମଗୁକୁ ଣା କରନ୍ତି​—⁠ଚୋରୀ, ମାତାଲାମି, ନିଶାଦବ୍ୟ ସେବନ, ଝଗ, ତିମା ପୂଜା

ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ସେ ଯାହା ଘୃଣା କରନ୍ତି ତାହା ଆମେ ମଧ୍ୟ ଘୃଣା କରିବା।

ଆମେ ଯେ ଚୋରୀ କରୁ, ମତୁଆଳ ହେଉ କିମ୍ବା ନିଶାଦ୍ରବ୍ୟ ସେବନ କରୁ ତାହା ଯିହୋବା କେବେ ଚାହାନ୍ତି ନାହିଁ।

ଯିହୋବା ହତ୍ୟା, ଗର୍ଭପାତ ଏବଂ ସମଲୈଙ୍ଗିକତାକୁ ଘୃଣା କରନ୍ତି। ଲୋଭୀ ହେବା କିମ୍ବା ଅନ୍ୟମାନଙ୍କ ସହ ଝଗଡ଼ା କରିବା ମଧ୍ୟ ସେ ପସନ୍ଦ କରନ୍ତି ନାହିଁ।

ଆମେ କେବେ ମଧ୍ୟ ପ୍ରତିମା ପୂଜା ଓ ଗୁଣିବିଦ୍ୟା କରିବା ନାହିଁ।

ଦୁଷ୍ଟଲୋକ ଆଉ ପାରାଦୀଶରେ ରହିବେ ନାହିଁ।

  • ଈଶ୍ୱରଙ୍କ ଦୃଷ୍ଟିକୋଣ ଯାଦୁବିଦ୍ୟା ସମ୍ବନ୍ଧରେ କʼଣ ଅଟେ?—ଦ୍ୱିତୀୟ ବିବରଣ ୧୮:୧୦-୧୨.

  • ଆମେ କାହିଁକି ପ୍ରତିମା ଉପାସନା କରିବା ନାହିଁ?—ଯିଶାଇୟ ୪୪:୧୫-୨୦.

ଭଲ କାମ କରନ୍ତୁ। ମାଥିଉ ୭:୧୨

ଈର ଯେଉଁ କାମଗୁକରେ ଖୁସି ଅନ୍ତି​—⁠ଅନ୍ୟମାନଙ୍କୁ ମ ଦେଖାଇବା, ସଚ୍ଚୋଟ ହେବା ଏବଂ କ୍ଷମାଶୀଳ ହେବା

ଈଶ୍ୱରଙ୍କୁ ଖୁସୀ କରିବା ପାଇଁ ହେଲେ, ଆମକୁ ତାହାଙ୍କ ପରି ହେବା ଦରକାର।

ଦୟା ଓ ଉଦାରତା ହେବା ଦ୍ୱାରା ଆମେ ଅନ୍ୟକୁ ପ୍ରେମ ଦେଖାଇ ପାରୁ।

ସଚ୍ଚୋଟ ହୁଅନ୍ତୁ।

ଦୟାଳୁ ଓ କ୍ଷମାଶୀଳ ହୁଅନ୍ତୁ।

ଦୁଇଜଣ ଯିହୋବାଙ୍କ ସାକ୍ଷୀ ଜଣେ ବ୍ୟକ୍ତିଙ୍କୁ ଚାର କରୁଛନ୍ତି

ଯିହୋବା ଓ ତାହାଙ୍କ ମାର୍ଗ ବିଷୟରେ ଅନ୍ୟମାନଙ୍କୁ ଜଣାନ୍ତୁ।—ଯିଶାଇୟ ୪୩:୧୦.

  • ଯିହୋବାଙ୍କ ଅନୁସରଣ କରନ୍ତୁ।—୧ ପିତର ୧:୧୪-୧୬.

  • ପ୍ରେମ ଦେଖାନ୍ତୁ।—୧ ଯୋହନ ୪:୭, ୮, ୧୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ