ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୫
  • ବୁଝିବିଚାରି ସଙ୍ଗତି କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୁଝିବିଚାରି ସଙ୍ଗତି କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଭାବିଚିନ୍ତି ସାଙ୍ଗ ବାଛନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • କʼଣ ଜଣେ ବ୍ୟକ୍ତି ଏକାକୀ କିଛି କରିପାରିବ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ମିତ୍ରମାନଙ୍କୁ ନିଜ ମିତ୍ର କରନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୫
ମୋୟାବୀୟ ସ୍ତ୍ରୀମାନେ ଇଏଲୀୟ ପୁରୁଷମାନଙ୍କୁ ସେମାନଙ୍କ ସହ ଯିବା ପାଇଁ ଡାକୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି ସଙ୍ଗତି କରନ୍ତୁ

ମୋୟାବ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ସହ ଯାହା ଘଟିଲା, ସେଥିରୁ ଆମକୁ ଏକ ଶିକ୍ଷା ମିଳେ । (୧କରି ୧୦:୬, ୮, ୧୧) କିଛି ଇସ୍ରାଏଲୀୟ ପୁରୁଷମାନେ ମୋୟାବୀୟ ସ୍ତ୍ରୀମାନଙ୍କ ସହ ସଙ୍ଗତି କରିବାକୁ ଲାଗିଲେ, ଯେଉଁମାନଙ୍କ ଚାଲିଚଳନ ଖରାପ ଥିଲା ଏବଂ ମୂର୍ତ୍ତିପୂଜା କରୁଥିଲେ । ଏହି ପୁରୁଷମାନେ ସେହି ସ୍ତ୍ରୀମାନଙ୍କ ପ୍ରଲୋଭନରେ ପଡ଼ି ପାପ କରିବାକୁ ଲାଗିଲେ । ଏହି କାରଣରୁ ଇସ୍ରାଏଲୀୟମାନଙ୍କ ଉପରେ ବିପଦ ଘେରି ଆସିଲା । (ଗଣ ୨୫:୯) ଆମେ ଯେଉଁମାନଙ୍କ ସହ କାମ କରୁ, ସ୍କୁଲରେ ପଢ଼ୁ, ଆମ ପଡ଼ୋଶୀ, ସମ୍ପର୍କୀୟ ଓ ଚିହ୍ନା ପରିଚିତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଯିହୋବାଙ୍କୁ ଉପାସନା କରନ୍ତି ନାହିଁ । ଏପରି ଲୋକଙ୍କ ସହ ବେଶି ମିଳାମିଶା କଲେ ଆମେ ମଧ୍ୟ ଇସ୍ରାଏଲୀୟମାନଙ୍କ ଭଳି ବିପଦରେ ପଡ଼ିଯାଇପାରୁ ।

ଇସ୍ରାଏଲୀୟମାନଙ୍କ ସେହି କାହାଣୀ, ଆମକୁ ଦିଏ ଚେତାବନୀ—ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଇଏଲୀୟମାନଙ୍କ ସେହି କାହାଣୀ, ଆମକୁ ଦିଏ ଚେତାବନୀ​—⁠ଉତାଶ’ (ହିନ୍ଦୀ) ନାମକ ଭିଡିଓର ଏକ ଦୃଶ୍ୟ । ଯାମୀନ ଓ ଅନ୍ୟ ପୁରୁଷମାନଙ୍କୁ ସି ମୋୟାବୀୟ ସ୍ତ୍ରୀମାନଙ୍କ ବିଷୟରେ କଛନ୍ତି ।

    ସିମ୍ରି ଓ ଅନ୍ୟ ପୁରୁଷମାନେ ଯାମୀନଙ୍କୁ କʼଣସବୁ କହିଲେ, ଯାହା ଭୁଲ ଥିଲା ?

  • ‘ଇଏଲୀୟମାନଙ୍କ ସେହି କାହାଣୀ, ଆମକୁ ଦିଏ ଚେତାବନୀ​—⁠ଉତାଶ’ (ହିନ୍ଦୀ) ନାମକ ଭିଡିଓର ଏକ ଦୃଶ୍ୟ । ପୀନହସ ଯାମୀନଙ୍କୁ କିଛି ବୁଝାଉଛନ୍ତି ।

    ପୀନହସ ଯାମୀନଙ୍କୁ କʼଣ ବୁଝାଇଲେ ?

  • ଜଣେ ଅବିଶ୍ୱାସୀଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରିବା ଏବଂ ତାଙ୍କ ମିତ୍ର ହେବା ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?

  • ମଣ୍ଡଳୀରେ ମଧ୍ୟ ଆମେ କାହିଁକି ବୁଝିବିଚାରି ସଙ୍ଗତି କରିବା ଉଚିତ୍‌ ?

  • ସୋସିଆଲ୍‌ ମିଡିଆରେ ଆମେ ଏପରି ଲୋକଙ୍କ ସହ କାହିଁକି କଥା ହେବା ଉଚିତ୍‌ ନୁହେଁ, ଯେଉଁମାନଙ୍କୁ ଆମେ ଜାଣି ନ ଥାଉ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ