ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୦୯
  • କରିବା ଗଭୀର ପ୍ରେମ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କରିବା ଗଭୀର ପ୍ରେମ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୦୯

ଗୀତ ୧୦୯

କରିବା ଗଭୀର ପ୍ରେମ

(୧ ପିତର ୧:୨୨)

  1. ୧. କରିବା ଗଭୀର ପ୍ରେମ,

    ଏଥିରୁ ପିତା ଆନନ୍ଦ ।

    ପ୍ରେମର ଗୁଣ ତାଙ୍କର,

    ଅଟେ ଯାହା ମୁଖ୍ୟ ।

    ସ୍ନେହ ଆସେ ହୃଦୟରୁ,

    ଭାବେନି ନିଜ ସ୍ୱାର୍ଥକୁ

    ଅନ୍ୟକୁ କରେ ଆଦର,

    ଦେଖାଏ ବିଶ୍ୱସ୍ତ ।

    ସାଙ୍ଗ ଥିଲେ ଦୁଃଖରେ,

    ଆସିବା ତାଙ୍କର ପାଖରେ ।

    ସାହାଯ୍ୟ ଦେବା ମିଶି,

    କରିବାନି ଏକାକୀ ।

    ବୁଝାଇଲେ ପ୍ରଭୁ ଯୀଶୁ,

    ଯିହୋବାଙ୍କର ପ୍ରେମକୁ,

    ଛୁଏଁ ଆମର ମନକୁ,

    ଆମେ ବି ଦେଖାଇବା,

    ପ୍ରେମ ଏହିପରିକା ।

(୧ ପିତ. ୨:୧୭; ୩:୮; ୪:୮; ୧ ଯୋହ. ୩:୧୧ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ