ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୨୩
  • ଯିହୋବାଙ୍କ ଶାସନର ଆମେ ଅଧୀନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ଶାସନର ଆମେ ଅଧୀନ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୨୩

ଗୀତ ୧୨୩

ଯିହୋବାଙ୍କ ଶାସନର ଆମେ ଅଧୀନ

(୧ କରିନ୍ଥୀୟ ୧୪:୩୩)

  1. ୧. ଯିହୋବାଙ୍କ ଲୋକେ ଦିଅନ୍ତି ବାର୍ତ୍ତା,

    ସତ୍ୟର ସନ୍ଦେଶ ଜଗତ ସାରା ।

    ମାନନ୍ତି ସେମାନେ ପିତାଙ୍କ ଆଜ୍ଞା,

    ଦେଖାନ୍ତି ନିଜ ବିଶ୍ୱସ୍ତ, ଏକତା

    (ଘୋଷା)

    ଯିହୋବାଙ୍କ ଶାସନରେ ଆମେ,

    ଅଛୁ ଅଧୀନରେ ।

    ଆମ ପିତା ସେ ଦେବେ ସୁରକ୍ଷା,

    କରୁ ତାଙ୍କୁ ଭରସା ।

  2. ୨. ‘ବିଶ୍ୱସ୍ତ ଓ ବୁଦ୍ଧିମାନ୍‌ ଦାସ୍‌’ ଅଛନ୍ତି,

    ପବିତ୍ର ଶକ୍ତି ବି ପିତା ଦିଅନ୍ତି ।

    ଏଥିରୁ ଆମେ ପାଇବା ସାହାଯ୍ୟ,

    ହେବା ଆମେ ଦୃଢ଼ ଆଉ ନିର୍ଭୟ ।

    (ଘୋଷା)

    ଯିହୋବାଙ୍କ ଶାସନରେ ଆମେ,

    ଅଛୁ ଅଧୀନରେ ।

    ଆମ ପିତା ସେ ଦେବେ ସୁରକ୍ଷା,

    କରୁ ତାଙ୍କୁ ଭରସା ।

(ଲୂକ ୧୨:୪୨; ଏବ୍ରୀ ୧୩:୭, ୧୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ