ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୧୬
  • କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?
  • ସଜାଗ ହୁଅ !—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରକୃତ ବୁଦ୍ଧି ଉଚ୍ଚସ୍ୱରରେ ଡାକୁଛି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ବୁଦ୍ଧି ବହୁମୂଲ୍ୟ ଅଟେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୧୬

କʼଣ ଆପଣ ଅଧିକ ଜାଣିବାକୁ ଚାହାନ୍ତି ?

ମୋବାଇଲରେ ଗୋଟିଏ ଭିଡିଓ ଚାଲୁଛି, ଯେଉଁଥିରେ ବାଇବଲ ବିଷୟରେ ତଥ୍ୟ ଦିଆଯାଉଛି ।

ବହୁତ ପୂର୍ବରୁ ଜଣେ ବୁଦ୍ଧିମାନ ବ୍ୟକ୍ତି ଲେଖିଥିଲେ, “ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର ।” (ହିତୋପଦେଶ ୪:୭) ଈଶ୍ୱର ଆମକୁ ଏପରି ବୁଦ୍ଧି ଆଉ ବୁଝିବାର ଶକ୍ତି ଦେଇପାରନ୍ତି, ଯାହାଫଳରେ ଆମେ ଜୀବନରେ ସଠିକ୍‌ ନିଷ୍ପତ୍ତି ନେଇପାରିବା ଏବଂ ଖୁସିରେ ରହିପାରିବା ।

ଈଶ୍ୱର ଆହୁରି ବିଷୟଗୁଡ଼ିକରେ ବଢ଼ିଆ ପରାମର୍ଶ ଦେଇଛନ୍ତି । ଏବିଷୟରେ ଜାଣିବା ପାଇଁ jw.org ୱେବସାଇଟ୍‌କୁ ଯାଆନ୍ତୁ । ସେଇଠି ଆପଣ ବହୁତ କିଛି ପାଇବେ, ଯେପରି:

  • ବାଇବଲ

  • ଭିଡିଓ

  • ପିଲାମାନଙ୍କ ପାଇଁ କାର୍ଟୁନ

  • ସାକ୍ଷାତ୍‌କାର

  • ଲେଖା

ଏହା ଯେକୌଣସି ବୟସର ଓ ସବୁ ପ୍ରକାରର ଲୋକମାନଙ୍କ ପାଇଁ ଅଟେ ଏବଂ ଆପଣ ଏସବୁ ବିନା ମୂଲ୍ୟରେ ଦେଖିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ