ବାଇବଲ ପଢ଼ିବା ଆରମ୍ଭ କରନ୍ତୁ
ବାଇବଲ ପଢ଼ିଲେ ଆପଣଙ୍କୁ ନିଶ୍ଚୟ ମଜା ଲାଗିବ । ଆପଣ ଏହା କିପରି ଆରମ୍ଭ କରିପାରିବେ, ତାʼପାଇଁ ଆଗକୁ କିଛି ପରାମର୍ଶ ଦିଆଯାଇଛି । ଏପରି ଏକ ବିଷୟ ବାଛନ୍ତୁ ଯାହା ଆପଣଙ୍କୁ ଭଲ ଲାଗେ ଏବଂ ସେଥିରେ ଦିଆଯାଇଥିବା ବାଇବଲ ପଦଗୁଡ଼ିକ ପଢ଼ନ୍ତୁ ।
ପ୍ରସିଦ୍ଧ ଲୋକଙ୍କର ଜୀବନ କାହାଣୀ
ନୋହ ଓ ଜଳପ୍ଳାବନ: ଆଦି ପୁସ୍ତକ ୬:୯–୯:୧୯
ମୋଶା ଓ ଲୋହିତ ସାଗର (ସୂଫ ସାଗର): ଯାତ୍ରା ପୁସ୍ତକ ୧୩:୧୭–୧୪:୩୧
ରୂତ ଓ ନୟମୀ: ରୂତ ଅଧ୍ୟାୟ ୧-୪
ଦାଉଦ ଓ ଗଲୀୟାତ: ୧ ଶାମୁୟେଲ ଅଧ୍ୟାୟ ୧୭
ଅବୀଗଲ: ୧ ଶାମୁୟେଲ ୨୫:୨-୩୫
ସିଂହର ଗୁମ୍ଫାରେ ଦାନିୟେଲ: ଦାନିୟେଲ ଅଧ୍ୟାୟ ୬
ଏଲୀଶାବେଥ ଓ ମରୀୟମ: ଲୂକ ଅଧ୍ୟାୟ ୧-୨
କିଛି ବଢ଼ିଆ ପରାମର୍ଶ ଯାହା ଆମକୁ ନିଜ ପ୍ରତିଦିନର ଜୀବନରେ ସାହାଯ୍ୟ କରିପାରିବ
ପରିବାର: ଏଫିସୀୟ ୫:୨୮, ୨୯, ୩୩; ୬:୧-୪
ସାଙ୍ଗସାଥୀ: ହିତୋପଦେଶ ୧୩:୨୦; ୧୭:୧୭; ୨୭:୧୭
ପ୍ରାର୍ଥନା: ଗୀତସଂହିତା ୫୫:୨୨; ୬୨:୮; ୧ ଯୋହନ ୫:୧୪
ପାର୍ବତ୍ୟ ଉପଦେଶ: ମାଥିଉ ଅଧ୍ୟାୟ ୫-୭
ଚାକିରି ବା କାମ: ହିତୋପଦେଶ ୧୪:୨୩; ଉପଦେଶକ ୩:୧୨, ୧୩; ୪:୬
ଯେତେବେଳେ ଆପଣ ଏପରି ଭାବନାର ସାମନା କରନ୍ତି:
ନିରାଶର ଭାବନା: ଗୀତସଂହିତା ୨୩; ଯିଶାଇୟ ୪୧:୧୦
ଦୁଃଖ: ୨ କରିନ୍ଥୀୟ ୧:୩, ୪; ୧ ପିତର ୫:୭
ଦୋଷର ଭାବନା: ଗୀତସଂହିତା ୮୬:୫; ଯିହିଜିକଲ ୧୮:୨୧, ୨୨
ବାଇବଲରେ କʼଣ ଲେଖାଅଛି ?
ଶେଷକାଳ ବିଷୟରେ: ମାଥିଉ ୨୪:୩-୧୪; ୨ ତୀମଥି ୩:୧-୫
ଭବିଷ୍ୟତ ବିଷୟରେ: ଗୀତସଂହିତା ୩୭:୧୦, ୧୧, ୨୯; ପ୍ରକାଶିତ ବାକ୍ୟ ୨୧:୩, ୪
ପରାମର୍ଶ: ଉପରେ ଯେଉଁ ବାଇବଲ ପଦଗୁଡ଼ିକ ଦିଆଯାଇଛି, ତାହାକୁ ଆହୁରି ଭଲ ଭାବେ ବୁଝିବା ପାଇଁ ପୂରା ଅଧ୍ୟାୟକୁ ପଢ଼ନ୍ତୁ । ଏହି ବହିର ଶେଷରେ “ମୁଁ କେତେ ଯାଏଁ ବାଇବଲ ପଢ଼ିଛି ?” ନାମକ ଚାର୍ଟ ଦିଆଯାଇଛି । ବାଇବଲର ପ୍ରତ୍ୟେକ ଅଧ୍ୟାୟ ପଢ଼ିବା ପରେ ସେହି ଚାର୍ଟରେ ଚିହ୍ନ କରନ୍ତୁ । ଲକ୍ଷ୍ୟ ରଖନ୍ତୁ ଯେ ଆପଣ ପ୍ରତିଦିନ ବାଇବଲର କିଛି ଭାଗ ପଢ଼ିବେ ।