ମ୍ୟାନମାରରେ ଭାଇଭଉଣୀମାନେ ପରସ୍ପର ସହ ସଙ୍ଗତିର ଆନନ୍ଦ ନେଉଛନ୍ତି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: କʼଣ ଦୁଷ୍ଟତାର ଅନ୍ତ ପାଖେଇ ଆସିଲାଣି ?
ପଦ: ୨ତୀମ ୩:୧-୫
ଆର ଥରକୁ: ଶେଷକାଳ ପରେ କʼଣ ହେବ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଶେଷକାଳ ପରେ କʼଣ ହେବ ?
ପଦ: ପ୍ରକା ୨୧:୩, ୪
ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?
ପଦ: ଯୋହ ୩:୧୬
ଆର ଥରକୁ: ବିଶ୍ୱାସ କରିବାର ଅର୍ଥ କʼଣ ?