ଜଣେ ଯୁବା ଭାଇଙ୍କୁ ମଣ୍ଡଳୀର କାମଗୁଡ଼ିକ କରିବା ପାଇଁ ତାଲିମ ଦିଆଯାଉଛି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: କʼଣ ଈଶ୍ୱର ଆମ ଜୀବନରେ ଦୁଃଖକଷ୍ଟ ଆଣନ୍ତି ?
ପଦ: ଆୟୁ ୩୪:୧୦
ଆର ଥରକୁ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?
ପଦ: ୧ଯୋହ ୫:୧୯
ଆର ଥରକୁ: ଶୟତାନ ଯୋଗୁଁ ଆମ ଜୀବନରେ ଯେଉଁ ଦୁଃଖକଷ୍ଟ ଆସେ, ସେସବୁ ଈଶ୍ୱର କିପରି ଦୂର କରିବେ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଶୟତାନ ଯୋଗୁଁ ଆମ ଉପରେ ଯେଉଁ ଦୁଃଖକଷ୍ଟ ଆସେ, ସେସବୁ ଈଶ୍ୱର କିପରି ଦୂର କରିବେ ?
ପଦ: ମାଥି ୬:୯, ୧୦
ଆର ଥରକୁ: ଈଶ୍ୱରଙ୍କ ରାଜ୍ୟ କʼଣ ?