ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୫
  • “ଚିନ୍ତିତ ହୁଅ ନାହିଁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଚିନ୍ତିତ ହୁଅ ନାହିଁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୫
ଗୋଟିଏ ପରିବାରର ୬ ଜଣ ସଦସ୍ୟ ଉପାସନା ସହ ଜତ କାମ ପାଇଁ ଏକ ଗରିବ ଅଞ୍ଚଳ ଦେଇ ଯାଉଛନ୍ତି । ସେମାନଙ୍କ ପାଖରେ ଅନ୍ୟ କୌଣସି ସାଧନ ନାହି, ତେଣୁ ସେମାନେ ଚାଲି ଚାଲି ଯାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ଚିନ୍ତିତ ହୁଅ ନାହିଁ”

ଯିହୋବା ଗରିବ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିଥିଲେ । ଆଜି ଯେଉଁ ସେବକମାନେ ଗରିବ ଅଟନ୍ତି, ସେ ସେମାନଙ୍କୁ କିପରି ସାହାଯ୍ୟ କରନ୍ତି ?

  • ସେ ସେମାନଙ୍କୁ ଶିଖାଇଛନ୍ତି ଯେ ସେମାନେ ପଇସା ପଛରେ ନ ଗୋଡ଼ାନ୍ତୁ ।—ଲୂକ ୧୨:୧୫; ୧ ତୀମ ୬:୬-୮

  • ସେ ସେମାନଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ପାଇଁ ଶିଖାଇଛନ୍ତି । —ଆୟୁ ୩୪:୧୯

  • ସେ ସେମାନଙ୍କୁ ପରିଶ୍ରମ କରିବା ଏବଂ ଖରାପ ଅଭ୍ୟାସଗୁଡ଼ିକଠାରୁ ଦୂରେଇ ରହିବା ପାଇଁ ଶିଖାଇଛନ୍ତି ।—ହିତୋ ୧୪:୨୩; ୨୦:୧; ୨କରି ୭:୧

  • ସେ ସେମାନଙ୍କୁ ଭାଇଭଉଣୀମାନଙ୍କ ଏକ ପରିବାର ଦେଇଛନ୍ତି, ଯେଉଁମାନେ ସେମାନଙ୍କର ଯତ୍ନ ନିଅନ୍ତି ।—ଯୋହ ୧୩ :୩୫; ୧ଯୋହ ୩ :୧୭, ୧୮

  • ସେ ସେମାନଙ୍କୁ ଆଶା ଦେଇଛନ୍ତି ଯେ ଭବିଷ୍ୟତରେ ଗରିବ ଅବସ୍ଥାରୁ ମୁକ୍ତି ମିଳିବ ।—ଗୀତ ୯:୧୮; ଯିଶା ୬୫:୨୧-୨୩

ଆମ ପରିସ୍ଥିତି ଯେତେ ଖରାପ ହେଉ ନା କାହିଁକି ଆମେ ଚିନ୍ତା କରିବା ଉଚିତ୍‌ ନୁହେଁ । (ଯିଶା ୩୦:୧୫) ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା ଯିହୋବା ଆମ ଖାଇବା ପିନ୍ଧିବାର ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ ।—ମାଥି ୬:୩୧-୩୩.

ଆପଣଙ୍କ ପ୍ରେମ କଦାପି ଶେଷ ନ ହେଉ . . . ଗରିବ ଅବସ୍ଥାରେ ଥିବା ସତ୍ତ୍ୱେ—କୋଙ୍ଗୋ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆପଣଙ୍କ ମ କଦାପି ଶେଷ ନ ହେଉ . . . ଗରିବ ଅବସ୍ଥାରେ ଥିବା ସତ୍ତ—କୋଙ୍ଗୋ ଭିଡିଓର ଏକ ଦୃଶ୍ୟ । ଭାଇଭଉଣୀମାନେ ଅଧିବେଶନ ଜାଗାକୁ ଯାଉଛନ୍ତି । ସେମାନଙ୍କ ମଧରୁ କିଛି ଲୋକ ଚୌକି ଏବଂ ନିଜର କିଛି ଜିନିଷଗୁକ ଧରି ଯାଉଛନ୍ତି ।

    ଅଧିବେଶନ ଜାଗା ପାଖରେ ରହୁଥିବା ଭାଇଭଉଣୀମାନେ ଦୂରରୁ ଆସିଥିବା ଭାଇଭଉଣୀମାନଙ୍କ ପାଇଁ କʼଣ କʼଣ କରନ୍ତି ?

  • ଆପଣଙ୍କ ମ କଦାପି ଶେଷ ନ ହେଉ . . . ଗରିବ ଅବସ୍ଥାରେ ଥିବା ସତ୍ତ—କୋଙ୍ଗୋ ଭିଡିଓର ଏକ ଦୃଶ୍ୟ । ଜଣେ ଭାଇ ଦୂରରୁ ଆସୁଥିବା ଭାଇଭଉଣୀମାନଙ୍କ ପାଇଁ ନିଜ ଘରେ ବିଛଣା ସ୍ତୁତ କରୁଛନ୍ତି ।

    ଏହି ଭିଡିଓରୁ କିପରି ଜଣାପଡ଼େ ଯେ ଯିହୋବା ଗରିବ ଭାଇଭଉଣୀମାନଙ୍କର ଯତ୍ନ ନିଅନ୍ତି ?

  • ଆପଣଙ୍କ ମ କଦାପି ଶେଷ ନ ହେଉ . . . ଗରିବ ଅବସ୍ଥାରେ ଥିବା ସତ୍ତ—କୋଙ୍ଗୋ ଭିଡିଓର ଏକ ଦୃଶ୍ୟ । କିଛି ଭାଇ ଅଧିବେଶନ ପାଇଁ ଭଲ ପୋଷାକ ପିନ୍ଧୁଛନ୍ତି ।

    ଆମେ ଗରିବ ହେଉ ଅବା ଧନୀ, ଯିହୋବାଙ୍କ ଭଳି କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ