ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
କଥାବାର୍ତ୍ତା କିପରି କରିବା ?
ପ୍ରଥମ ସାକ୍ଷାତ
ପ୍ରଶ୍ନ: ବାଇବଲ ବିଷୟରେ ଆପଣଙ୍କ ମତ କʼଣ ?
ପଦ: ରୋମୀ ୧୫:୪
ଆର ଥରକୁ: ବାଇବଲରେ କʼଣ ଆଶା ଦିଆଯାଇଛି ?
ପୁନଃସାକ୍ଷାତ
ପ୍ରଶ୍ନ: ବାଇବଲରେ କʼଣ ଆଶା ଦିଆଯାଇଛି ?
ପଦ: ପ୍ରକା ୨୧:୩, ୪
ଆର ଥରକୁ: ଆମେ ବାଇବଲରେ ଲେଖାଥିବା କଥାଗୁଡ଼ିକୁ କିପରି ବୁଝିପାରିବା ?