ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଅଗଷ୍ଟ ପୃଷ୍ଠା ୩୨
  • ଆପଣଙ୍କ ପାଇଁ ଗୋଟିଏ ସୂଚନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ପାଇଁ ଗୋଟିଏ ସୂଚନା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଅଗଷ୍ଟ ପୃଷ୍ଠା ୩୨

ଆପଣଙ୍କ ପାଇଁ ଗୋଟିଏ ସୂଚନା

ପ୍ରିୟ ସାଙ୍ଗମାନେ

ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଆମେ ପାଞ୍ଚୋଟି ଅଧ୍ୟୟନ ଲେଖା ଉପରେ ଚର୍ଚ୍ଚା କରିବା ଏବଂ ଆଗକୁ ଦିଆଯାଇଥିବା କଥାଗୁଡ଼ିକ ବିଷୟରେ ଜାଣିବା:

  • ପ୍ରଥମ ଲେଖାରେ ଆମେ ଜାଣିବା ଯେ ଯିହୋବା ମଣିଷମାନଙ୍କୁ କେତେ ପ୍ରେମ କରନ୍ତି ଏବଂ ସେ ପାପ ସହ ଲଢ଼ିବା ପାଇଁ କିପରି ଆମକୁ ସାହାଯ୍ୟ କରିଛନ୍ତି ।

  • ଦ୍ୱିତୀୟ ଲେଖାରେ ଆମେ ଜାଣିବା ଯେ ପଶ୍ଚାତାପ କରିବାର ଅର୍ଥ କʼଣ ଏବଂ ପଶ୍ଚାତାପ କରିବା ପାଇଁ ଯିହୋବା କିପରି ଲୋକମାନଙ୍କ ସାହାଯ୍ୟ କଲେ ।

  • ତୃତୀୟ ଲେଖାରେ ଆମେ ଜାଣିବା ଯେ ଯେବେ କରିନ୍ଥୀୟ ମଣ୍ଡଳୀର ଜଣେ ବ୍ୟକ୍ତି ଗମ୍ଭୀର ପାପ କଲା ଏବଂ ପଶ୍ଚାତାପ କଲା ନାହିଁ, ତେବେ ମଣ୍ଡଳୀକୁ କʼଣ ନିର୍ଦ୍ଦେଶ ଦିଆଗଲା ।

  • ଚତୁର୍ଥ ଲେଖାରେ ଆମେ ଜାଣିବା ଯେ ଆଜି ଯେବେ କେହି ଭାଇ କିମ୍ବା ଭଉଣୀ ଗମ୍ଭୀର ପାପ କରନ୍ତି, ତେବେ ପ୍ରାଚୀନମାନେ କିପରି ସେହି ମାମଲାକୁ ସମାଧାନ କରନ୍ତି ।

  • ପଞ୍ଚମ ଲେଖାରେ ଆମେ ଜାଣିବା ଯେ ଯେବେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ବି ପ୍ରାଚୀନ ଏବଂ ଅନ୍ୟ ଭାଇଭଉଣୀମାନେ କିପରି ତାଙ୍କୁ ପ୍ରେମ ଓ ଦୟା ଦେଖାଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ