ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୨
  • ଯିହୋବା ତୋ ନାମ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ତୋ ନାମ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଜୀବନ ଏକ ଚମତ୍କାର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ନମ୍ର ଲୋକଙ୍କୁ ଖୋଜନ୍ତୁ !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୨

ଗୀତ ୨

ଯିହୋବା ତୋ ନାମ

(ଗୀତସଂହିତା ୮୩:୧୮)

  1. ୧. ଜୀବନ୍ତ ଈଶ୍ୱର,

    ତୁମେ ହିଁ ସୃଷ୍ଟିକର୍ତ୍ତା ।

    ରହିବ ଯେ ଅମର,

    ଯିହୋବା ତୋ ନାମ ।

    ସମ୍ମାନ କରିଲ,

    ବାଛିଲ ସଂସାରରୁ,

    ଗର୍ବରେ କହୁ ନାମ ।

    କରୁ ତୋ ମହିମା ।

    (କୋରସ)

    ଯିହୋବା, ଯିହୋବା,

    ତୁ ସତ୍ୟ ଈଶ୍ୱର ।

    ତୁ ସ୍ୱର୍ଗରେ, ଜଗତରେ,

    ସର୍ବଶକ୍ତିମାନ ।

    ଏହା, କହିବା ଜରୁରୀ,

    ସବୁ ଗାଁ, ସହରେ,

    ଯିହୋବା, ଯିହୋବା,

    ପରମ ପ୍ରଧାନ, ତୁମେ ।

  2. ୨. ଯାହା ଇଚ୍ଛା ତୁମ,

    ପରିଣତ କରାଇ,

    ଅର୍ଥପୂର୍ଣ୍ଣ ତୋ ନାମ,

    ବୁଝନ୍ତି ତୋ ଲୋକେ ।

    ସାକ୍ଷୀ ନାମ ଦେଲ,

    ଚିହ୍ନିତ କରାଇଲ ।

    ମହାନ ତୋର ନାମ,

    ସବୁଠୁ ଅଲଗା ।

    (କୋରସ)

    ଯିହୋବା, ଯିହୋବା,

    ତୁ ସତ୍ୟ ଈଶ୍ୱର ।

    ତୁ ସ୍ୱର୍ଗରେ, ଜଗତରେ,

    ସର୍ବଶକ୍ତିମାନ ।

    ଏହା, କହିବା ଜରୁରୀ,

    ସବୁ ଗାଁ, ସହରେ,

    ଯିହୋବା, ଯିହୋବା,

    ପରମ ପ୍ରଧାନ, ତୁମେ ।

(୨ ବଂଶା. ୬:୧୪; ଗୀତ. ୭୨:୧୯; ଯିଶା. ୪୨:୮ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ