ଗୀତ ୮୫
ପରସ୍ପରକୁ ସ୍ୱାଗତ କର
(ରୋମୀୟ ୧୫:୭)
- ୧. ସ୍ୱାଗତ ସଭିଁଙ୍କୁ ଏ ସଭାରେ, - ଆସିଲୁ ବାକ୍ୟ ଶୁଣିବାକୁ । - ସତ୍ୟ ଶିଖାନ୍ତି ଏଠି ଯିହୋବା, - ଜୀବନ ଜଳ ମିଳେ ହେବା ସନ୍ତୁଷ୍ଟ । 
- ୨. ହସିମୁଖେ କରନ୍ତି ସ୍ୱାଗତ, - ଅନ୍ୟକୁ ଏ ସଭାର ଭାଇ । - ଅମୂଲ୍ୟ ଅଟନ୍ତି ଆମ ଭାଇ, - ତାଙ୍କ ପରି ସ୍ନେହ କରିବା ସଭିଁଙ୍କୁ । 
- ୩. ଡାକନ୍ତି ସମସ୍ତଙ୍କୁ ଯିହୋବା, - ସତ୍ୟର ପଥ ବାଛିବାକୁ । - ଯୀଶୁଙ୍କ ଦ୍ୱାରା ଡାକନ୍ତି ପିତା, - ତେଣୁ କରିବା ହୃଦୟରୁ ସ୍ୱାଗତ । 
(ଯୋହ. ୬:୪୪; ଫିଲିପ୍. ୨:୨୯; ପ୍ରକା. ୨୨:୧୭ ମଧ୍ୟ ଦେଖନ୍ତୁ ।)