ଗୀତ ୧୦୨
ଦୁର୍ବଳମାନଙ୍କୁ ସାହାଯ୍ୟ କର
(ପ୍ରେରିତ ୨୦:୩୫)
୧. କେତେ ଯେ ଦୁର୍ବଳତା
ମାନବଙ୍କର
ତଥାପି ଯେ ଯିହୋବା
ପାʼନ୍ତି ସେ ଭଲ
କରନ୍ତି ସେ ଦୟା
ଯାହା ମନ ଦୁଃଖି
କରିବା ଯେ ସାହାଯ୍ୟ
କର ଯେ ତୁମେ
୨. ଲାଗନ୍ତି ଯିଏ ଦୃଢ଼
ବୋଧେ ଦୁର୍ବଳ
କଲେ ଯିହୋବା ପ୍ରେମ
ପାଏ ଉତ୍ସାହ
କଥାରେ ବି ଆମେ
ଦେବା ଯେ ସାନ୍ତ୍ୱନା
ତାଙ୍କ ଝରିଲେ ଲୁହ
ପୋଛିବା ଆମେ
୩. ନ ଦେବା କେବେ ଦୋଷ
ଯେ ଦୁର୍ବଳଙ୍କୁ
ଶୁଣେ ଯେ ତୋ ବଚନ
ପାଏ ସାହସ
ମାଁ ପରିକା ତାଙ୍କୁ
ଦେଖାଇବା ଦୟା
ଅନ୍ୟର ଯେ ଦୁଃଖରେ
ହେବା ଦୁଃଖିତ
(ଯିଶା. ୩୫:୩, ୪; ୨ କରି. ୧୧:୨୯; ଗାଲା. ୬:୨ ମଧ୍ୟ ଦେଖନ୍ତୁ ।)