ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm20 ପୃଷ୍ଠା ୨-୩
  • ଶୁକ୍ରବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶୁକ୍ରବାର
  • ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ହୃଦୟକୁ ଆନନ୍ଦିତ କର !
    ୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ​—ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ‘ଯିହୋବାଙ୍କଠାରେ ଆନନ୍ଦ କର’
    ୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
  • ରବିବାର
    ୨୦୧୭ ଆଞ୍ଚଳିକ ଅଧିବେଶନ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
CO-pgm20 ପୃଷ୍ଠା ୨-୩
ଚିତଗୁକ: ୧. ଭବିଷ୍ୟଦ୍‌ବକ୍ତା ଏ । ୨. ଦୁଇ ଜଣ ଯିହୋବାଙ୍କ ସାକ୍ଷୀ ଭି ଜାତିର ଥିବା ସତ୍ତ ଏକା ସାଙ୍ଗରେ ଚାର କରୁଛନ୍ତି । ସେମାନେ ହସୁଛନ୍ତି ଓ ହାତ ମିଳାଉଛନ୍ତି । ୩. ଫୁଲ । ୪. ଜଣେ ବୃଦ୍ଧ ଦମ୍ପତି ପରସ୍ପରର ହାତ ଧରିଛନ୍ତି ଏବଂ ପରସ୍ପରକୁ ଦେଖି ହସୁଛନ୍ତି ।

ଶୁକ୍ରବାର

‘ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁଣି କହୁଅଛି, ଆନନ୍ଦ କର’—ଫିଲିପ୍‌ପୀୟ ୪:୪

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୧୧୧ ଏବଂ ପ୍ରାର୍ଥନା

  • ୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଯିହୋବା କାହିଁକି ଜଣେ “ଆନନ୍ଦିତ ଈଶ୍ୱର” ଅଟନ୍ତି ? (୧ ତୀମଥି ୧:୧୧, NW )

  • ୧୦:୧୫ ପରିଚର୍ଚ୍ଚା: ଆମକୁ କେଉଁଥିରୁ ଖୁସି ମିଳିପାରେ ?

    • • ସରଳ ଜୀବନ (ଉପଦେଶକ ୫:୧୨)

    • • ଶୁଦ୍ଧ ବିବେକ (ଗୀତସଂହିତା ୧୯:୮)

    • • ସନ୍ତୋଷଜନକ କାମ (ଉପଦେଶକ ୪:୬; ୧ କରିନ୍ଥୀୟ ୧୫:୫୮)

    • • ଭଲ ସାଙ୍ଗ (ହିତୋପଦେଶ ୧୮:୨୪; ୧୯:୪, ୬, ୭)

  • ୧୧:୦୫ ଗୀତ ସଂ. ୮୯ ଏବଂ ଘୋଷଣା

  • ୧୧:୧୫ ନାଟକୀୟ ବାଇବଲ ପଠନ: ‘ଯିହୋବା ସେମାନଙ୍କୁ ଆନନ୍ଦିତ କଲେ’ (ଏଜ୍ରା ୧:୧–୬:୨୨; ହାଗୟ ୧:୨-୧୧; ୨:୩-୯; ଯିଖରୀୟ ୧:୧୨-୧୬; ୨:୭-୯; ୩:୧, ୨; ୪:୬, ୭)

  • ୧୧:୪୫ ଯିହୋବାଙ୍କ ପରିତ୍ରାଣରେ ଆନନ୍ଦିତ ହୁଅ (ଗୀତସଂହିତା ୯:୧୪; ୩୪:୧୯; ୬୭:୧, ୨; ଯିଶାଇୟ ୧୨:୨)

  • ୧୨:୧୫ ଗୀତ ସଂ. ୧୪୮ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୦ ସଂଗୀତର ଭିଡିଓ

  • ୧:୪୦ ଗୀତ ସଂ. ୧୩୧

  • ୧:୪୫ ପରିଚର୍ଚ୍ଚା: ନିଜ ପରିବାରକୁ ସୁଖମୟ କରନ୍ତୁ

    • • ପତିମାନେ, ନିଜ ପତ୍ନୀଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୫:୧୮, ୧୯; ୧ ପିତର ୩:୭)

    • • ପତ୍ନୀମାନେ, ନିଜ ପତିଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୧୪:୧)

    • • ପିତାମାତାମାନେ, ନିଜ ପିଲାମାନଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୨୩:୨୪, ୨୫)

    • • ପିଲାମାନେ, ନିଜ ପିତାମାତାଙ୍କ ସହ ଖୁସିରେ ରହନ୍ତୁ (ହିତୋପଦେଶ ୨୩:୨୨)

  • ୨:୫୦ ଗୀତ ସଂ. ୧୩୫ ଏବଂ ଘୋଷଣା

  • ୩:୦୦ ପରିଚର୍ଚ୍ଚା: ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ

    • • ସୁନ୍ଦର ଫୁଲ (ଗୀତସଂହିତା ୧୧୧:୨; ମାଥିଉ ୬:୨୮-୩୦)

    • • ସୁସ୍ୱାଦ ଖାଦ୍ୟ (ଉପଦେଶକ ୩:୧୨, ୧୩; ମାଥିଉ ୪:୪)

    • • ସୁନ୍ଦର ରଙ୍ଗ (ଗୀତସଂହିତା ୯୪:୯)

    • • ଆମ ଶରୀରର ଗଠନ (ପ୍ରେରିତ ୧୭:୨୮; ଏଫିସୀୟ ୪:୧୬)

    • • ମଧୂର ଶବ୍ଦ (ହିତୋପଦେଶ ୨୦:୧୨; ଯିଶାଇୟ ୩୦:୨୧)

    • • ଅଦ୍ଭୁତ ଜୀବଜନ୍ତୁ (ଆଦି ପୁସ୍ତକ ୧:୨୬)

  • ୪:୦୦ ‘ଶାନ୍ତିର ପରାମର୍ଶଦାତାମାନେ ଆନନ୍ଦିତ ରହନ୍ତି’—କାହିଁକି ? (ହିତୋପଦେଶ ୧୨:୨୦; ଯାକୁବ ୩:୧୩-୧୮; ୧ ପିତର ୩:୧୦, ୧୧)

  • ୪:୨୦ ଯିହୋବାଙ୍କ ସହ ଭଲ ସମ୍ପର୍କ ଥିଲେ ପ୍ରକୃତ ଖୁସି ମିଳିବ ! (ଗୀତସଂହିତା ୨୫:୧୪; ହବକ୍‌କୂକ ୩:୧୭, ୧୮)

  • ୪:୫୫ ଗୀତ ସଂ. ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ