ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm19 ପୃଷ୍ଠା ୨-୩
  • ଶନିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶନିବାର
  • ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଶୁକ୍ରବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୧୭ ଆଞ୍ଚଳିକ ଅଧିବେଶନ କାର୍ଯ୍ୟକ୍ରମ
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
CO-pgm19 ପୃଷ୍ଠା ୨-୩
ବିଭି କାରର ଫଳ

ଶନିବାର

“ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ”—୧ ଥେସଲନୀକୀୟ ୪:୯

ସକାଳ କାର୍ଯ୍ୟକ୍ରମ

  • ୯:୦୦ ସଂଗୀତର ଭିଡିଓ

  • ୯:୧୦ ଗୀତ ସଂ. ୧୦୫ ଏବଂ ପ୍ରାର୍ଥନା

  • ୯:୨୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: “ପ୍ରେମ କଦାପି ଶେଷ ହୁଏ ନାହିଁ”—କାହିଁକି ? (ରୋମୀୟ ୮:୩୮, ୩୯; ୧ କରିନ୍ଥୀୟ ୧୩:୧-୩, ୮, ୧୩)

  • ୯:୫୫ ପରିଚର୍ଚ୍ଚା: ଯାହା ଶେଷ ହେବାକୁ ଯାଉଛି, ତାʼ ଉପରେ ଭରସା କରନ୍ତୁ ନାହିଁ

    • ଧନସମ୍ପତ୍ତି (ମାଥିଉ ୬:୨୪)

    • ପଦବୀ ଓ ପ୍ରସିଦ୍ଧି (ଉପଦେଶକ ୨:୧୬; ରୋମୀୟ ୧୨:୧୬)

    • ମାନବୀୟ ବୁଦ୍ଧି (ରୋମୀୟ ୧୨:୧, ୨)

    • ଶାରୀରିକ ବଳ ଓ ସୌନ୍ଦର୍ଯ୍ୟ (ହିତୋପଦେଶ ୩୧:୩୦; ୧ ପିତର ୩:୩, ୪)

  • ୧୦:୪୫ ଗୀତ ସଂ. ୪୦ ଏବଂ ଘୋଷଣା

  • ୧୦:୫୫ ନାଟକୀୟ ବାଇବଲ ପଠନ: ଯିହୋବା ଅଟଳ ପ୍ରେମ ଦେଖାଇବା ଜାରି ରଖିଲେ (ଆଦି ପୁସ୍ତକ ୩୭:୧-୩୬; ୩୯:୧–୪୭:୧୨)

  • ୧୧:୨୫ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ପୁତ୍ରଙ୍କୁ ପ୍ରେମ କରନ୍ତି (ମାଥିଉ ୨୫:୪୦; ଯୋହନ ୧୪:୨୧; ୧୬:୨୭)

  • ୧୧:୫୫ ସମର୍ପଣ: ଯୀଶୁଙ୍କଠାରୁ ପ୍ରେମ କରିବା ଶିଖନ୍ତୁ (ମାଥିଉ ୧୧:୨୮-୩୦)

  • ୧୨:୨୫ ଗୀତ ସଂ. ୫୨ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୨୫ ସଂଗୀତର ଭିଡିଓ

  • ୧:୩୫ ଗୀତ ସଂ. ୮୫

  • ୧:୪୦ ପରିଚର୍ଚ୍ଚା: ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ

    • ନେତୃତ୍ୱ ନେଉଥିବା ଭାଇମାନଙ୍କୁ (୧ ଥେସଲନୀକୀୟ ୫:୧୨, ୧୩)

    • ବିଧବା ଓ ଅନାଥମାନଙ୍କୁ (ଯାକୁବ ୧:୨୭)

    • ବୃଦ୍ଧବୃଦ୍ଧାମାନଙ୍କୁ (ଲେବୀ ପୁସ୍ତକ ୧୯:୩୨)

    • ପୂର୍ଣ୍ଣ ସମୟର ସେବକମାନଙ୍କୁ (୧ ଥେସଲନୀକୀୟ ୧:୨, ୩)

    • ବିଦେଶୀମାନଙ୍କୁ (ଲେବୀ ପୁସ୍ତକ ୧୯:୩୪; ରୋମୀୟ ୧୫:୭)

  • ୨:୫୦ ପରିଚର୍ଚ୍ଚା: ପ୍ରଚାର ସେବା ପାଇଁ ଆପଣଙ୍କ ପ୍ରେମ ଶେଷ ନ ହେଉ

    • ଈଶ୍ୱରଙ୍କୁ ପ୍ରେମ କରନ୍ତୁ (୧ ଯୋହନ ୫:୩)

    • ‘ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରନ୍ତୁ’ (ମାଥିଉ ୨୨:୩୯)

    • ଯିହୋବାଙ୍କ ବାକ୍ୟର ଆଦର କରନ୍ତୁ (ଗୀତସଂହିତା ୧୧୯:୯୭; ମାଥିଉ ୧୩:୫୨)

  • ୩:୩୦ ଗୀତ ସଂ. ୩୫ ଏବଂ ଘୋଷଣା

  • ୩:୪୦ ନାଟକ: ଯୋଶୀୟଙ୍କ କାହାଣୀ: ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ମନ୍ଦକୁ ଘୃଣା କରନ୍ତୁ !—ଭାଗ ୧ (୨ ବଂଶାବଳୀ ୩୩:୧୦-୨୪; ୩୪:୧, ୨)

  • ୪:୧୦ “ପ୍ରେମକୁ ପରିଧାନ କର” (କଲସୀୟ ୩:୧୨-୧୪)

  • ୪:୪୫ ଗୀତ ସଂ. ୧୩୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ