ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm22 ପୃଷ୍ଠା ୮
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
  • ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
CO-pgm22 ପୃଷ୍ଠା ୮

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ବାପ୍ତିସ୍ମ ଶନିବାର ସକାଳ କାର୍ଯ୍ୟକ୍ରମ ପରେ ବାପ୍ତିସ୍ମ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଆପଣଙ୍କ ମଣ୍ଡଳୀର ପ୍ରାଚୀନମାନେ ଆପଣଙ୍କ ଅଞ୍ଚଳର ପରିସ୍ଥିତିକୁ ଧ୍ୟାନରେ ରଖି ଏହି ବ୍ୟବସ୍ଥା କରିଛନ୍ତି ।

ଦାନ ଏହି ଅଧିବେଶନର କାର୍ଯ୍ୟକ୍ରମର ଅନୁବାଦ ୫୦୦ରୁ ବି ଅଧିକ ଭାଷାରେ କରାଯାଇଛି । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସ୍ୱେଚ୍ଛାଦାନରୁ ସାହାଯ୍ୟ ମିଳେ । ଆପଣ ଅନଲାଇନ୍‌ ମଧ୍ୟ ଦାନ ଦେଇପାରିବେ । ତାʼ ପାଇଁ donate.jw.org ଯାଆନ୍ତୁ । ଆପଣ ଯେଉଁ ଦାନ ଦିଅନ୍ତି, ସେଥିପାଇଁ ଆମେ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଉଦାରପୂର୍ଣ୍ଣ ସାହାଯ୍ୟ ପାଇଁ ପ୍ରଶାସନ ଦଳ ଆପଣଙ୍କଠାରେ କୃତଜ୍ଞ ।

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ

ଜଣେ ମୀ ସ୍ତ୍ରୀ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହି ବ୍ୟବହାର କରି ଜଣେ ଯୁବା ବ୍ୟକ୍ତିଙ୍କୁ ବାଇବଲ ଅଧୟନ କରାଉଛନ୍ତି ।

ଯେଉଁ ଅଗ୍ରଦୂତମାନଙ୍କ ବୟସ ୨୩ ରୁ ୬୫ ମଧ୍ୟରେ ହୋଇଥିବ ଏବଂ ଯେଉଁମାନେ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବା ପାଇଁ ଚାହାନ୍ତି, ସେମାନେ ନିଜ ମଣ୍ଡଳୀର ସଚିବଙ୍କ ସହ ସମ୍ପର୍କ କରିପାରିବେ । ତାʼସହ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଉପସ୍ଥିତ ହେବା ପାଇଁ ଅନଲାଇନ୍‌ ଫର୍ମ ଭରିପାରିବେ ।

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ ଦ୍ୱାରା ଆୟୋଜିତ

© 2022 Watch Tower Bible and Tract Society of Pennsylvania

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ