ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm22 ପୃଷ୍ଠା ୬-୭
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ରବିବାର
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
CO-pgm22 ପୃଷ୍ଠା ୬-୭
ନୀଳ ଓ ସବୁଜ ଆକାର ।

ରବିବାର

‘ସେହି ଆଶାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ’​—ରୋମୀୟ ୧୫:୧୩

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୧୦୧ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: ସେମାନେ ଶାନ୍ତି ବୁଣିଲେ ଏବଂ ଶାନ୍ତିର ଫସଲ କାଟିଲେ . . .

    • • ଯୋଷେଫ ଓ ତାଙ୍କ ଭାଇମାନେ (ଗାଲାତୀୟ ୬:୭, ୮; ଏଫିସୀୟ ୪:୩୨)

    • • ଗିବୀୟୋନୀୟ ଲୋକମାନେ (ଏଫିସୀୟ ୫:୧୭)

    • • ଗିଦିୟୋନ୍‌ (ବିଚାରକର୍ତ୍ତା ୮:୨, ୩)

    • • ଆବିଗେଲ୍‌ (୧ ଶାମୁୟେଲ ୨୫:୨୭-୩୧)

    • • ମଫୀବୋଶତ୍‌ (୨ ଶାମୁୟେଲ ୧୯:୨୫-୨୮)

    • • ପାଉଲ ଓ ବର୍ଣ୍ଣବ୍‌ବା (ପ୍ରେରିତ ୧୫:୩୬-୩୯)

    • • ଆମ ସମୟର ଭାଇଭଉଣୀମାନେ (୧ ପିତର ୨:୧୭)

  • ୧୧:୦୫ ଗୀତ ସଂ. ୨୮ ଏବଂ ଘୋଷଣା

  • ୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: କʼଣ ଆପଣ ଈଶ୍ୱରଙ୍କ ସାଙ୍ଗ ହୋଇପାରିବେ ? (ଯାକୁବ ୪:୮; ୧ ଯୋହନ ୪:୧୦)

  • ୧୧:୪୫ ଗୀତ ସଂ. ୧୪୭ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୨୩

  • ୧:୫୦ ଭିଡିଓ: ଯିହୋବା ଆମକୁ ଶାନ୍ତିର ପଥରେ ନେଇଯାʼନ୍ତି—ଭାଗ ୨ (ଯିଶାଇୟ ୪୮:୧୭, ୧୮)

  • ୨:୩୦ ଗୀତ ସଂ. ୧୩୯ ଏବଂ ଘୋଷଣା

  • ୨:୪୦ ଶେଷରେ ନିଶ୍ଚୟ ସାରା ପୃଥିବୀରେ ଶାନ୍ତି ରହିବ (ରୋମୀୟ ୧୬:୨୦; ୧ କରିନ୍ଥୀୟ ୧୫:୨୪-୨୮; ୧ ଯୋହନ ୩:୮)

  • ୩:୪୦ ନୂଆ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ