“ଈଶ୍ୱରଙ୍କଠାରେ ବିଶ୍ୱାସ କର” !
ଯୋହନ ୧୪:୧
ସକାଳ କାର୍ଯ୍ୟକ୍ରମ
୯:୩୦ ସଂଗୀତ
୯:୪୦ ଗୀତ ସଂ. ୧୧୮ ଏବଂ ପ୍ରାର୍ଥନା
୯:୫୦ “ଈଶ୍ୱରଙ୍କଠାରେ ବିଶ୍ୱାସ କର” !—କିପରି ଓ କାହିଁକି ?
୧୦:୦୫ ପରିଚର୍ଚ୍ଚା: ଯେଉଁମାନେ ବିଶ୍ୱାସ ଦେଖାଇଲେ, ସେମାନଙ୍କ ଉଦାହରଣରେ ଚାଲନ୍ତୁ
• ଇସ୍ହାକ ଓ ରିବିକା
• ଏଷ୍ଟର
• ତୀମଥି
୧୧:୦୫ ଗୀତ ସଂ. ୬୦ ଏବଂ ଘୋଷଣା
୧୧:୧୫ ‘ଆମେମାନେ ବିଶ୍ୱାସ କରୁ, ତେଣୁ କଥା କହୁ’
୧୧:୩୦ ସମର୍ପଣ ଓ ବାପ୍ତିସ୍ମ
୧୨:୦୦ ଗୀତ ସଂ. ୫୨
ଦ୍ୱିପହର କାର୍ଯ୍ୟକ୍ରମ
୧:୧୦ ସଂଗୀତ
୧:୨୦ ଗୀତ ସଂ. ୯ ଏବଂ ପ୍ରାର୍ଥନା
୧:୩୦ ଜନ ଭାଷଣ: ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତୁ, ଯିଏ କେବେ ମିଛ କହିପାରିବେନି
୨:୦୦ ପ୍ରହରୀଦୁର୍ଗର ସାରାଂଶ
୨:୩୦ ଗୀତ ସଂ. ୫୪ ଏବଂ ଘୋଷଣା
୨:୪୦ ପରିଚର୍ଚ୍ଚା: ପ୍ରତିଦିନ “ବିଶ୍ୱାସରେ ଜୀବନ ଯାପନ” କରନ୍ତୁ
• ‘ଚିନ୍ତିତ ହୁଅନ୍ତୁ ନାହିଁ’
• ନିଜ ସମୟର ଭଲ ବ୍ୟବହାର କରନ୍ତୁ
• ଜଗତର ଭାଗ ହୁଅନ୍ତୁ ନାହିଁ
୩:୪୦ ‘ଯିହୋବା ଆପଣା ଲୋକମାନଙ୍କୁ ଜାଣନ୍ତି’
୪:୧୫ ଗୀତ ସଂ. ୭ ଏବଂ ପ୍ରାର୍ଥନା