ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୧/୯୭ ପୃଷ୍ଠା ୩
  • ଘୋଷଣାବଳୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଘୋଷଣାବଳୀ
  • ଆମ ରାଜ୍ୟ ସେବା—୧୯୯୭
ଆମ ରାଜ୍ୟ ସେବା—୧୯୯୭
km ୧୧/୯୭ ପୃଷ୍ଠା ୩

ଘୋଷଣାବଳୀ

◼ ସାହିତ୍ୟାଦିର ଅର୍ପଣ ନଭେମ୍ବର: ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ର ବଣ୍ଟନ ଚାଲୁ ରହିବ । ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ର ଯୋଗାଣ ସମାପ୍ତ ହେଲା ପରେ ଜ୍ଞାନ ବହିର ବିତରଣ ୨୦.୦୦ ଟଙ୍କା ଚାନ୍ଧାରେ କରାଯିବ । ଡିସେମ୍ବର: ନିମ୍ନୋକ୍ତ ଯେ କୌଣସି ତିନୋଟି ବହିକୁ ୪୫.୦୦ ଟଙ୍କା ମୂଲ୍ୟରେ ଦିଆଜିବ: ଆପଣ ସର୍ବାଦା ପାରଦୀଶ ପୃଥିବୀରେ ଜୀବିତ ରହିପାରିବେ, (ଛୋଟ ସାଇଜ ୨୫.୦୦ ଟଙ୍କା), ମୋର ବାଇବଲ ଗଳ୍ପ ବହି, (ଛୋଟ ସାଇଜ ୩୦.୦୦ ଟଙ୍କା), କିମ୍ବା ଜଣେ ସର୍ବଶ୍ରେଷ୍ଠ ମନୁଷ୍ୟ ଯିଏ ଥରେ ଜୀବିତ ଥିଲେ । (ଏହିସବୁ ଓଡ଼ିଆ ଭାଷାରେ ମିଳୁନାହିଁ ।) ତାʼ ନହେଲେ, ଜୁଲାଇ ମାସର ଆମ ରାଜ୍ୟର ପରିଚର୍ଯ୍ୟାରେ ଦିଆଯାଇଥିବା ବିଶେଷ ବହି ତାଲିକାର ଯେ କୌଣସି ବହି ଟ୨.୫୦ ପଇସରେ ଦିଆଯାଇ ପାରିବ । ଜାନୁଆରୀ: ଅଧା ଦାମ କିମ୍ବା ବିଶେଷ ଦାମରେ ସଂସ୍ଥାର ତାଲିକାଭୁକ୍ତ ଯେ କୌଣସି ପୁରୁଣା ୧୯୨ ପୃଷ୍ଠା ବିଶିଷ୍ଟ ବହି ଦିଆଯିବ । ଯେଉଁଠାରେ ଏହି ବହିଗୁଡ଼ିକ ଅଞ୍ଛଳିକ ଭାଷାରେ ମିଳେ ନାହିଁ, ସେଠାରେ ଜ୍ଞାନ ବହି କିମ୍ବା ପାରିବାରିକ ସୁଖ ବହି ୨୦.୦୦ ଟଙ୍କା ବିନିମୟରେ ଦିଆଯାଇ ପାରେ । ଫେବୃଆରୀ: ଆପଣ ପାଦାଦୀଶ ପୃଥିବୀରେ ସର୍ବଦା ଜୀବିତ ରହିପାରିବେ, (ଇଂଗ୍ରାଜୀ) ବହିର ମୂଲ୍ୟ ୨୫ ଟଙ୍କା (ବଡ଼ ସାଇଜ ୪୫ ଟଙ୍କା) ଅଥବା ଅଧା ଦାମ କିମ୍ବା ବିଶେଷ ଦାମରେ ସଂସ୍ଥାର ତାଲିକାଭୁକ୍ତ ଯେ କୌଣସି ପୁରୁଣା ୧୯୨ ପୃଷ୍ଠା ବିଶିଷ୍ଟ ବହି ଦିଆଯିବ । ଯେଉଁଠାରେ ଆଞ୍ଚଳିକ ଭଷାରେ ଏହିଗୁଡ଼ିକ ମିଳୁନାହିଁ, ସେଠାରେ ଜ୍ଞାନ ବହି କିମ୍ବା ପାରିବାରିକ ସୁଖ ବହି ୨୦ଟଙ୍କା ଚାନ୍ଦାରେ ଦିଆଯାଇ ପାରେ ।

◼ ନଭେମ୍ବର ୧୬ ତାରିଖ ପରେ ବିଶେଷ ଅଭିଯାନ ଶେଷ ହେଲା ପରେ ଯଦି ମଣ୍ଡଳୀରେ ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ର ଯୋଗାଣ ଅଛି, ତେବେ ପ୍ରକାଶକମାନଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଆନ୍ୟ ଟ୍ରାକଟ୍‌ ବିତରଣ କଲା ଭଳି ଏହାକୁ ମଧ୍ୟ ଘର-ଘର କିମ୍ବା ଅନ୍ୟ ଜାଗାମାନଙ୍କରେ ବିତରଣ କରିବେ । ଯଦି ଇଚ୍ଚା ହୁଏ, ପ୍ରକାଶକମାନେ ଘରେ ନଥିବା ଲୋକଙ୍କ ଘରେ ଗୋଟିଏ ଲେଖାଏଁ ଟ୍ରାକଟ୍‌ ରଖି ପାରନ୍ତି ଯେପରି ରାସ୍ତାରେ ଯିବା ଲୋକ ଦେଖି ନ ପାରବେ । ଏହି ମହତ୍ୱପୂର୍ଣ୍ଣ ବାର୍ତ୍ତାର ବାକି ଥିବା ପ୍ରତିଲିପିଗୁଡ଼ିକୁ ବିତରଣ କରିବା ପାଇଁ ଉଦ୍ୟମ କରିବା ଉଚିତ ।

◼ ଉଣେଇଶ ଅଠାଶୀ ମସିହା ଜାନୁଆରୀ ମାସ ପ୍ରରମ୍ଭରେ “ଯିହୋବାଙ୍କ ରକ୍ଷାକାରୀ ଶକ୍ତିରେ ବିଶ୍ୱାସ କରନ୍ତୁ” ନାମକ ଶିର୍ଷକ ଉପରେ ଜନଭାଷଣ ଏବଂ “ଯୀହୋବାଙ୍କ ଭୟରେ ଚାଲୁଥିବା ମଣ୍ଡଳୀଗୁଡ଼ିକ—ଭଲ ଆଚରଣକୁ ବଜାୟ ରଖନ୍ତୁ” ଶିର୍ଷକ ଉପରେ ଗୋଟିଏ ଶେଷ ପରିଚର୍ଯ୍ୟା ବକ୍ତବ୍ୟ ସୀସା ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯିବ । ଏହାର ପ୍ରଥମ ପରିଚର୍ଯ୍ୟା ଭାଷଣ ଗୁରୁବାର (କିମ୍ବା ଶୁକ୍ରୁବାର) ଦିନ ହେବ ଯାହାର ଶିର୍ଷକ “‘ପ୍ରତ୍ୟେକ ଜାଗାରେ’ ପରମେଶ୍ୱରଙ୍କ ଜ୍ଞାନର ସୁଗନ୍ଧ ପ୍ରସାରିତ କରନ୍ତୁ” ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ