ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୩/୯୯ ପୃଷ୍ଠା ୩
  • ସ୍ମାରକ ପାଇଁ ମନେ ରଖୁଥିବା ବିଷୟଗୁଡ଼ିକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସ୍ମାରକ ପାଇଁ ମନେ ରଖୁଥିବା ବିଷୟଗୁଡ଼ିକ
  • ଆମ ରାଜ୍ୟ ସେବା—୧୯୯୯
ଆମ ରାଜ୍ୟ ସେବା—୧୯୯୯
km ୩/୯୯ ପୃଷ୍ଠା ୩

ସ୍ମାରକ ପାଇଁ ମନେ ରଖୁଥିବା ବିଷୟଗୁଡ଼ିକ

ଏହି ବର୍ଷ ସ୍ମାରକ ଉତ୍ସବ ଗୁରୁବାର, ଏପ୍ରିଲ ୧ ତାରିଖ ଦିନ ହେବ । ପ୍ରାଚୀନମାନଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକୁ ଧ୍ୟାନ ଦେବା ଉଚିତ୍‌:

▪ ସଭାର ସମୟ ନିର୍ଧାରିତ କଲାବେଳେ ପ୍ରତୀକକୁ ସୁର୍ଯ୍ୟାସ୍ତ ପରେ ହିଁ ଦେବା ପାଇଁ ନିଶ୍ଚିନ୍ତ କରନ୍ତୁ ।

▪ ବକ୍ତାଙ୍କ ସହିତ ପ୍ରତ୍ୟେକ ଲୋକଙ୍କୁ ସ୍ମାରକ ଉତ୍ସବ ପାଳିତ ହେବାର ସଠିକ୍‌ ସମୟ ଓ ସ୍ଥାନ ସୂଚିତ କରିବା ଆବଶ୍ୟକ ।

▪ ଉପଯୁକ୍ତ ପ୍ରକାରର ରୋଟୀ ଓ ଦ୍ରାକ୍ଷାରସ ଆଣି ପ୍ରସ୍ତୁତ କରିବା ଆବଶ୍ୟକ ।—ଫେବୃୟାରି ୧୫, ୧୯୮୫, ଇଂଗ୍ରାଜୀ ପ୍ରହରୀଦୁର୍ଗର ପୃଷ୍ଠା ୧୯ ଦେଖନ୍ତୁ ।

▪ ପ୍ଲେଟ, ଗ୍ଲାସ୍‌ ଓ ଉପଯୁକ୍ତ ଟେବୁଲ ଏବଂ ଟେବୁଲ-କ୍ଲୋଥ ହଲକୁ ଆଣି ଉପଯୁକ୍ତ ସ୍ଥାନରେ କିଛି ସମୟ ପୁର୍ବରୁ ରଖିବା ଆବଶ୍ୟକ ।

▪ ବହୁତ ସମୟ ପୁର୍ବରୁ ରାଜ୍ୟଗୃହ କିମ୍ବା ସଭାର ଅନ୍ୟ ସ୍ଥାନଗୁଡ଼ିକୁ ଭଲଭାବେ ପରିସ୍କାର କରିବା ଆବଶ୍ୟକ ।

▪ ପରିଚାରକମାନଙ୍କୁ ଓ ପିରବେଷଣକାରୀଙ୍କୁ ପୂର୍ବରୁ ମନୋନୀତ କରନ୍ତୁ ଏବଂ ପୂର୍ବରୁ ସେମାନଙ୍କର କାର୍ଯ୍ୟ ଓ ଉପଯୁକ୍ତ ରୀତି ବିଷୟରେ ସେମାନଙ୍କୁ ଉପଦେଶ ଦିଅନ୍ତୁ ।

▪ ଯେଉଁ ଅଭିଷିକ୍ତ ଭାଇମାନେ ଅସୁସ୍ଥ ଅଛନ୍ତି ଓ ଆସି ନ ପାରନ୍ତି, ସେମାନଙ୍କୁ ପ୍ରତୀକ ଦେବା ପାଇଁ ବ୍ୟବସ୍ଥା କରନ୍ତୁ ।

▪ ଯେତେବେଳେ ଗୋଟିଏ ରାଜ୍ୟଗୃହରେ ଏକାଧିକ ମଣ୍ଡଳୀ ସ୍ମାରକ ଉତ୍ସବ ପାଳନ କରିବେ, ସେତେବେଳେ ପ୍ରତିକ୍ଷା-କକ୍ଷ କିମ୍ବା ପ୍ରବେଶ-ଦ୍ୱାର, ଫୁଟପାଥ ଏବଂ ପାର୍କିଙ୍ଗ ସ୍ଥାନରେ ଅନାବଶ୍ୟକ ଭୀଡ଼ ନ ହେବା ପାଇଁ ସମସ୍ତ ମଣ୍ଡଳୀଗୁଡ଼ିକ ମଧ୍ୟରେ ଭଲ ସହଯୋଗ ହେବା ଆବଶ୍ୟକ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ