ଘୋଷଣାବଳୀ
▪ ମାର୍ଚ୍ଚ ମାସ ପାଇଁ ସାହିତ୍ୟାଦିର ଅର୍ପଣ: ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ । ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପ୍ରଚେଷ୍ଟା କରାଯିବ। ଏପ୍ରିଲ ଓ ମେ: ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ପତ୍ରିକା ପାଇଁ ଅଭିଦାନ । ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଚାହିଁବା ବ୍ରୋଶର ରଖନ୍ତୁ ଏବଂ ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ । ଜୂନ: ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ ।
▪ ଯେଉଁ ପ୍ରକାଶକମାନେ ଏପ୍ରିଲ ଓ ମେ ମାସରେ ଅଗ୍ଜ୍ୟୁଲରି ପାଇନିୟର କାର୍ଯ୍ୟ କରିବାକୁ ଚାହାନ୍ତି, ସେମାନେ ତାଙ୍କର ଯୋଜନା ବର୍ତ୍ତମାନ କରିବା ଉଚିତ୍ ଏବଂ ନିଜର ନିବେଦନ-ପତ୍ର ଶୀଘ୍ର ଦେବା ଉଚିତ୍ । ଏଥିପାଇଁ ପ୍ରାଚୀନମାନଙ୍କୁ ପ୍ରଚାର କାର୍ଯ୍ୟର ଆବଶ୍ୟକ ବ୍ୟବସ୍ଥା କରିବାକୁ ଓ ପ୍ରଚୁର ପତ୍ରିକାଗୁଡ଼ିକୁ ଏବଂ ଅନ୍ୟାନ୍ୟ ସାହିତ୍ୟଆଦି ରଖିବାକୁ ସାହାଯ୍ୟ ହୋଇପାରେ । ଯେଉଁ ଭାଇମାନଙ୍କୁ ଅଗ୍ଜ୍ୟୁଲରି ପାଇନିୟର କାର୍ଯ୍ୟ କରିବାକୁ ଅନୁମତି ମିଳେ, ସେମାନଙ୍କ ନାମ ମଣ୍ଡଳୀରେ ଘୋଷଣା କରିବା ଉଚିତ୍ ।
▪ ପ୍ରିସାଇଡିଙ୍ଗ ଓଭରସିୟର କିମ୍ବା ସେ ଯେଉଁ ଭାଇଙ୍କୁ ନିଯୁକ୍ତ କରିବେ, ସେ ମାର୍ଚ୍ଚ ୧ କିମ୍ବା ତାʼର ପରବର୍ତ୍ତି ସମୟରେ, ଯଥାଶୀଘ୍ର, ମଣ୍ଡଳୀର ହିସାବ-ପତ୍ରର ଲେଖାକୁ ସମୀକ୍ଷଣ କରିବା ଆବଶ୍ୟକ । ଯେତେବେଳେ ଏହି ସମୀକ୍ଷଣ କାର୍ଯ୍ୟ ଶେଷ ହେବ, ସେତେବେଳେ ପରବର୍ତ୍ତି ହିସାବ-ପତ୍ରର ଲେଖା ରିପୋର୍ଟ ପଡ଼ିବା ପରେ ମଣ୍ଡଳୀରେ ଏହି ସମୀକ୍ଷଣର ରିପୋର୍ଟ ଘୋଷଣା କରନ୍ତୁ ।
▪ ଗୁରୁବାର, ଏପ୍ରିଲ ୧, ୧୯୯୯ ମସିହାରେ ସ୍ମାରକ ଉତ୍ସବ ଆୟୋଜିତ ହେବ । ଯଦିଓ ଆପଣଙ୍କ ମଣ୍ଡଳୀର ସଭା ସାଧାରଣତଃ ଗୁରୁବାର ଦିନ ହୁଏ, ତେବେ ରାଜ୍ୟ ଗୃହ ଉପଲବ୍ଧ ହେଲେ, ସପ୍ତାହର ଅନ୍ୟ କୌଣସି ଦିନରେ ସଭା କରନ୍ତୁ । ଯଦି ଏହା ସମ୍ଭବ ନୁହେଁ ଏବଂ ଆପଣ ସେବା ସଭା କରି ପାରନ୍ତି ନାହିଁ, ତେବେ ବିଶେଷ କରି ନିଜର ମଣ୍ଡଳୀ ନିମିତ୍ତ ଉପଯୁକ୍ତ ବିଷୟକୁ କେତେକ ଅନ୍ୟ ସେବା ସଭାରେ ସମ୍ମିଳିତ କରନ୍ତୁ ।
▪ ଗୋଟିଏ ମଣ୍ଡଳୀ ସହିତ ଜଡ଼ିତଥିବା ଲୋକମାନଙ୍କୁ ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ପତ୍ରିକା ପାଇଁ ନିଜର ଅଭିଦାନ ସହିତ ସମସ୍ତ ନୁତନ ଏବଂ ପୁନଃ ଅଭିଦାନକୁ ମଣ୍ଡଳୀ ମାଧ୍ୟମରେ ପଠାଇବା ଆବଶ୍ୟକ ।
▪ ପ୍ରକାଶକମାନଙ୍କର ବ୍ୟକ୍ତିଗତ ସାହିତ୍ୟାଦିର ନିବେଦନକୁ ସଂସ୍ଥା ପୁରଣ କରେ ନାହିଁ । ସାହିତ୍ୟାଦି ପାଇଁ ମଣ୍ଡଳୀ ନିଜର ମାସିକ ନିବେଦନ ସଂସ୍ଥାକୁ ପଠାନ୍ତି । ଏହା ପଠାଇବା ପୂର୍ବରୁ, ପ୍ରିସାଇଡିଙ୍ଗ ଓଭରସିୟର, ପ୍ରତ୍ୟେକ ମାସରେ ମଣ୍ଡଳୀରେ ଘୋଷଣା କରିବା ନିମିତ୍ତ ବ୍ୟବସ୍ଥା କରିବା ଆବଶ୍ୟକ । ଏପରି କଲେ, ନିଜ ପାଇଁ ସାହିତ୍ୟାଦି ପାଇବାକୁ ଇଚ୍ଛୁକ ଭାଇମାନେ, ସାହିତ୍ୟାଦିର ଯତ୍ନ ନେବାର ଭାଇଙ୍କୁ କହି ପାରବେ । ବିଶେଷ-ଦାମଥିବା ପ୍ରକାଶନଗୁଡ଼ିକରେ ଧ୍ୟାନ ଦିଅନ୍ତୁ ।
▪ ଫେବୃୟାରି ୧୯୯୯ ର ଅଙ୍କଠାରୁ, ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ପତ୍ରିକାର ରଙ୍ଗୀନ ମୁଦ୍ରଣ କରାଯିବ ।
▪ ପ୍ରହରୀଦୁର୍ଗର ପଞ୍ଜାବୀ ସଂସ୍କରଣ ଏପ୍ରିଲ ୧, ୧୯୯୯ ଅଙ୍କଠାରୁ ଅର୍ଧ-ମାସିକ ହେବ ।
▪ ଯେପରି ମଣ୍ଡଳୀକୁ ପୂର୍ବରୁ ସୂଚିତ କଲାଯାଇଥିଲା, ନିମ୍ନଲିଖିତ ନୂତନ ଦାମ ଜାନୁଆରି ୧, ୧୯୯୯ ରୁ ଲାଗୁ ହୋଇଅଛି:
ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ !:
ପାଇନିୟର ମଣ୍ଡ./ ଜନତା
ଖଣ୍ଡେ ପ୍ରତିଲିପି ୩.୫୦ ୫.୦୦
ଅଭିଦାନଗୁଡ଼ିକ:
ଅର୍ଧ-ମାସିକ ୧-ବର୍ଷ ୭୫.୦୦ ୧୨୦.୦୦
ମାସିକ ୧-ବର୍ଷ ଓ ଅର୍ଧ-ମାସିକ ୬-ମାସ ୩୭.୫୦ ୬୦.୦୦
ସାହିତ୍ୟ:
କୌଣସି ୩୨-ପୃଷ୍ଠା-ବିଶିଷ୍ଟ ବ୍ରୋଶର ୫.୦୦ ୭.୦୦
ଜ୍ଞାନ, ପାରିବାରିକ ସୁଖ ଇତ୍ୟାଦି ଭଳି ୧୯୨-ପୃଷ୍ଠା-ବିଶିଷ୍ଟ ଛୋଟ ବହିଗୁଡ଼ିକ । (ଅଧା-ଦାମ ଓ ବିଶେଷ-ଦାମ ବହିଗୁଡ଼ିକୁ ଛାଡ଼ି) ୨୨.୫୦ ୩୦.୦୦
ଛୋଟ ଆକାରର ଗୀତ ପୁସ୍ତକ, ବାଇବଲ କାହାଣୀଗୁଡ଼ିକ, ସୃଷ୍ଟି, ଓ ଯୁବକମାନଙ୍କ ପ୍ରଶ୍ନ ୩୦.୦୦ ୪୫.୦୦
NWT ରେଫରେନ୍ସ ବାଇବଲ (ରେଗ୍ୟୁଲର, bi 12) ୭୫.୦୦ ୧୦୦.୦୦
ମ୍ୟାନକାଇଣ୍ଡସ୍ ସର୍ଚ, ଗୀତ ପୁସ୍ତକ, ଅଲ ସ୍କ୍ରିପ୍ଚର ଇନସ୍ପାଏର୍ଡ, ସୃଷ୍ଟି, ବାଇବଲ କାହାଣୀଗୁଡ଼ିକ ଭଳି ବୃହତ-ଆକାରର ପୁସ୍ତକଗୁଡ଼ିକ ୬୦.୦୦ ୯୦.୦୦
ଡିଲକ୍ସ ବାଇବଲ (DL bi12) ୩୨୦.୦୦ ୪୦୦.୦୦
ଡିଲକ୍ସ ବାଇବଲ (DL bi25) ୨୪୦.୦୦ ୩୨୦.୦୦
ଇୟରବୁକ୍ ୩୦.୦୦ ୪୦.୦୦
ପ୍ରତିଦିନ ଶାସ୍ତ୍ରବଚନର ପରୀକ୍ଷା କରନ୍ତୁ ୧୫.୦୦ ୧୫.୦୦
କ୍ୟାଲେଣ୍ଡର ୨୦.୦୦ ୨୦.୦୦
ଅଡିଓକ୍ୟାସେଟ୍ (ଗୋଟିଏ) ୬୦.୦୦ ୭୦.୦୦
ଭିଡିଓକ୍ୟାସେଟ୍ (ଗୋଟିଏ) ୨୪୦.୦୦ ୩୦୦.୦୦
ଇନ୍ସାଇଟ (୨ ଖଣ୍ଡ) ୩୫୦.୦୦ ୪୨୦.୦୦
ପ୍ରୋକ୍ଲେମର୍ସ ୧୭୫.୦୦ ୨୧୦.୦୦