୧୧-୧୭ ସେପ୍ଟେମ୍ବର
ଯିହିଜିକଲ ୪୬-୪୮
ଗୀତ ୫୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଇସ୍ରାଏଲୀୟମାନଙ୍କୁ ନିଜ ଦେଶକୁ ଫେରିବା ପରେ କେଉଁସବୁ ଆଶିଷ ମିଳିଥାʼନ୍ତା?”: (୧୦ ମି.)
ଯିହି ୪୭:୧, ୭-୧୨—ଦେଶର ଚାରିଆଡ଼େ ଫଳବନ୍ତ ବୃକ୍ଷ ଦେଖିବାକୁ ମିଳିଥାʼନ୍ତା (ପ୍ର୯୯-HI ୩/୧ ୧୦ ¶୧୧-୧୨)
ଯିହି ୪୭:୧୩, ୧୪—ପ୍ରତ୍ୟେକ ପରିବାର ଉତ୍ତରାଧିକାରୀ ଭାବେ ଜମି ପାଇଥାʼନ୍ତେ (ପ୍ର୯୯-HI ୩/୧ ୧୦ ¶୧୦)
ଯିହି ୪୮:୯, ୧୦, NIBV—ଜମି ବଣ୍ଟାଯିବା ପୂର୍ବରୁ ଏହାର ଏକ ବିଶେଷ ଅଂଶ ସେମାନେ ଯିହୋବାଙ୍କ ଉଦ୍ଦେଶ୍ୟରେ “ଉତ୍ସର୍ଗ” କରିଥାʼନ୍ତେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯିହି ୪୭:୧, ୮; ୪୮:୩୦, ୩୨-୩୪—ବନ୍ଦୀ ଥିବା ଯିହୁଦୀମାନେ ଏହା କାହିଁକି ଆଶା କଲେ ନାହିଁ ଯେ ମନ୍ଦିରର ଦର୍ଶନର ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ପୂରଣ ହେବ? (ପ୍ର୯୯-HI ୩/୧ ୧୧ ¶୧୪)
ଯିହି ୪୭:୬—ଯିହିଜିକଲଙ୍କୁ “ମନୁଷ୍ୟ-ସନ୍ତାନ” ବୋଲି କାହିଁକି କୁହାଯାଇଛି? (ଇନସାଇଟ୍-୨ ୧୦୦୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯିହି ୪୮:୧୩-୨୨
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ—ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ—ଗତ ସାକ୍ଷାତରେ ଆପଣ ଘରମାଲିକଙ୍କୁ ଟ୍ରାକ୍ଟ ଦେଇଥିଲେ। ଏଥର ଦେଖାନ୍ତୁ ଯେ ପୁନଃସାକ୍ଷାତ କିପରି କରାଯାଏ। ଶେଷରେ ବାଇବଲ ଅଧ୍ୟୟନ ପାଇଁ ବ୍ୟବହାର କରାଯାଉଥିବା କୌଣସି ପ୍ରକାଶନ ବିଷୟରେ କୁହନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୩୫ ପୃଷ୍ଠା ¶୧୭—ବିଦ୍ୟାର୍ଥୀଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୮ ମି.) ଯଦି ଆପଣ ଚାହାନ୍ତି, ତେବେ ୨୦୧୭ର ବାର୍ଷିକ ବହିର (ହିନ୍ଦୀ) ୬୪-୬୫ ପୃଷ୍ଠାରୁ ଶିଖିଥିବା ବିଷୟ ଉପରେ ଆଲୋଚନା କରିପାରିବେ।
ସଂଗଠନକୁ ମିଳିଥିବା ସଫଳତା: (୭ ମି.) ସେପ୍ଟେମ୍ବର ମାସ ପାଇଁ ଭିଡିଓ, ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୫ ଅଧ୍ୟା. ¶୧-୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୨ ଏବଂ ପ୍ରାର୍ଥନା