ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୬
  • ୨୩-୨୯ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୬

୨୩-୨୯ ଅକ୍ଟୋବର

ହୋଶେୟ ୮-୧୪

  • ଗୀତ ୧୫୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ”: (୧୦ ମି.)

    • ହୋଶେ ୧୪:୨—ଆମେ ଯିହୋବାଙ୍କୁ ଯେଉଁ ନିଜ “ଓଷ୍ଠାଧରର ଉପହାର” ଉତ୍ସର୍ଗ କରୁ, ତାକୁ ସେ ବହୁମୂଲ୍ୟ ମନେ କରନ୍ତି (ପ୍ର୦୭-ଇଂ ୪/୧ ୨୦ ¶୨)

    • ହୋଶେ ୧୪:୪—ଯିଏ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରେ, ତାକୁ ସେ କ୍ଷମା କରନ୍ତି, ମଞ୍ଜୁରି ଦିଅନ୍ତି ଏବଂ ନିଜ ମିତ୍ର ମନେ କରନ୍ତି (ପ୍ର୧୧-ହି ୨/୧୫ ୧୬ ¶୧୫)

    • ହୋଶେ ୧୪:୯—ଯିହୋବାଙ୍କ ମାର୍ଗରେ ଚାଲିବା ଦ୍ୱାରା ଆମର ମଙ୍ଗଳ ହୋଇଥାଏ [ଯିହୋବାଙ୍କ ଦିନ (ଇଂରାଜୀ) ୮୭ ¶୧୧]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ହୋଶେ ୧୦:୧୨—ଈଶ୍ୱରଙ୍କ ‘ଦୟାର’ (‘ବିଶ୍ୱସ୍ତ ପ୍ରେମର,’ NW) ଶସ୍ୟ କାଟିବା ପାଇଁ ଆମେ କʼଣ କରିବା ଉଚିତ୍‌? (ପ୍ର୦୫-ହି ୧୧/୧୫ ୨୮ ¶୭)

    • ହୋଶେ ୧୧:୧—ଏହି ପଦ ଯୀଶୁ ଖ୍ରୀଷ୍ଟଙ୍କଠାରେ କିପରି ପୂରଣ ହେଲା? (ପ୍ର୧୧-ହି ୮/୧୫ ୧୦ ¶୧୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ହୋଶେ ୮:୧-୧୪

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) T-35 ଟ୍ରାକ୍ଟର ଶେଷ ପୃଷ୍ଠା।

  • ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) T-35—ଗତ ସାକ୍ଷାତରେ ଆପଣ ଘରମାଲିକଙ୍କୁ ଏହି ଟ୍ରାକ୍ଟ ଦେଇଥିଲେ। ସେହି କଥାବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ ଏବଂ ଯେତେବେଳେ ଘରମାଲିକ କଥାବାର୍ତ୍ତାକୁ ରୋକିବା ପାଇଁ ଚେଷ୍ଟା କରନ୍ତି, ସେତେବେଳେ ଦେଖାନ୍ତୁ ଯେ ତାʼର କିପରି ସାମନା କରାଯାଇପାରିବ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଈଶ୍ୱରଙ୍କ ପ୍ରେମ (ହିନ୍ଦୀ) ୧୭୪-୧୭୫ ପୃଷ୍ଠା ¶୧୩-୧୫—ଏପରି ଭାବେ ଶିଖାନ୍ତୁ ଯେପରି ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁଯିବ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୭

  • “ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରନ୍ତୁ!”: (୧୫ ମି.) ଆଲୋଚନା। ନିଜ ପ୍ରତିଭା ଯିହୋବାଙ୍କ ପାଇଁ ବ୍ୟବହାର କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୭ ଅଧ୍ୟା. ¶୧-୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ