ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୬
  • ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ହୋଶେୟ ୮-୧୪

ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ

୧୪:୨, ୪, ୯

ଯେତେବେଳେ ଆପଣ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତି, ତାହା ଦେଖି ଯିହୋବା ଖୁସି ହୁଅନ୍ତି ଏବଂ ଏହା ଦ୍ୱାରା ଆପଣଙ୍କର ମଧ୍ୟ ଲାଭ ହୁଏ

ଯେତେବେଳେ ଆମେ ଯିହୋବାଙ୍କୁ ନିଜର ଉତ୍ତମ ଉପହାର ଉସର୍ଗ କରୁ, ତାହା ଦେ ଯିହୋବା ଖୁସି ଅନ୍ତି ଏବଂ ଆମର ମଧ ଲାଭ ଏ

ଯିହୋବାଙ୍କ ସହିତ ଆପଣଙ୍କର ସମ୍ପର୍କ

  1. ୧ ଆପଣ ଯିହୋବାଙ୍କୁ ପ୍ରଶଂସାର ଉପହାର ଉତ୍ସର୍ଗ କରନ୍ତି

  2. ୨ ଯିହୋବା ଆପଣଙ୍କୁ କ୍ଷମା କରନ୍ତି, ମଞ୍ଜୁରି ଦିଅନ୍ତି ଏବଂ ନିଜ ମିତ୍ର ମନେ କରନ୍ତି

  3. ୩ ଆପଣ ଅନୁଭବ କରନ୍ତି ଯେ ଯିହୋବାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ଆପଣଙ୍କର କିପରି ଲାଭ ହୁଏ ଏବଂ ଆପଣଙ୍କ ହୃଦୟରେ ତାହାଙ୍କର ପ୍ରଶଂସା କରିବାର ଇଚ୍ଛା ଆହୁରି ବଢ଼ିଯାଏ

ଆପଣ ଜାଣିଥିଲେ କି?

ଇସ୍ରାଏଲୀୟମାନେ ଯେଉଁ ପଶୁମାନଙ୍କର ବଳି ଦେଉଥିଲେ, ସେମଧ୍ୟରୁ ବଳଦ ସବୁଠାରୁ ବଡ଼ ଥିଲା ଏବଂ ଏହା ସବୁଠାରୁ ଉତ୍ତମ ବଳିଦାନ ମନେ କରାଯାଉଥିଲା। ବେଳେ ବେଳେ ଯାଜକବର୍ଗ କିମ୍ବା ସମଗ୍ର ଇସ୍ରାଏଲ ଜାତି ପାଇଁ ବଳଦର ବଳି ଦିଆଯାଉଥିଲା। ଆମେ ଯିହୋବାଙ୍କୁ ଯେଉଁ ନିଜ “ଓଷ୍ଠାଧରର ଉପହାର” ଉତ୍ସର୍ଗ କରୁ, ଅର୍ଥାତ୍‌ ତାହାଙ୍କ ପ୍ରଶଂସାରେ ଆମ ମୁହଁରୁ ଯେଉଁ ଶବ୍ଦଗୁଡ଼ିକ ବାହାରେ, ତାହାଙ୍କ ଦୃଷ୍ଟିରେ ଏହା ସବୁଠାରୁ ଉତ୍ତମ ବଳିଦାନ ମଧ୍ୟରୁ ଗୋଟିଏ।

ଜଣେ ଇଏଲୀୟ ଗୋଟିଏ ବଳଦକୁ ନେଉଛନ୍ତି

ମୁଁ କେଉଁ କେଉଁ ଉପାୟରେ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଉପହାର ଦେଇପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ