ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୪
  • ୧୩-୧୯ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୪

୧୩-୧୯ ନଭେମ୍ବର

ଓବଦୀୟ ୧-ଯୂନସ ୪

  • ଗୀତ ୪୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ନିଜ ଭୁଲ୍‌ଗୁଡ଼ିକରୁ ଶିଖନ୍ତୁ”: (୧୦ ମି.)

    • [ଓବଦୀୟ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • [ଯୂନସ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ଯୂନ ୩:୧-୩—ଯୂନସ ନିଜ ଭୁଲ୍‌ଗୁଡ଼ିକରୁ ଶିଖିଲେ [ଅନୁକରଣ କରନ୍ତୁ (ହିନ୍ଦୀ) ୧୧୪ ¶୨୨-୨୩]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଓବ ୧୦—ଇଦୋମ କିପରି ‘ଚିରକାଳ ପାଇଁ ଉଚ୍ଛିନ୍ନ’ ହେଲା? (ପ୍ର୦୭-ହି ୧୧/୧ ୧୬ ¶୪)

    • ଓବ ୧୨—ଈଶ୍ୱର ଇଦୋମକୁ ଯେଉଁ ନିନ୍ଦା କଲେ, ସେଥିରୁ ଆମେ କʼଣ ଶିଖୁ? [ଯିହୋବାଙ୍କ ଦିନ (ଇଂରାଜୀ) ୧୧୨ ପୃଷ୍ଠା ¶୪-୫]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯୂନ ୩:୧-୧୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) T-32 ଟ୍ରାକ୍ଟର ପଛ ପୃଷ୍ଠା—ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।

  • ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) T-32 ଟ୍ରାକ୍ଟ—ଗତ ସାକ୍ଷାତରେ ଆପଣ ଘରମାଲିକଙ୍କୁ ଏହି ଟ୍ରାକ୍ଟ ଦେଇଥିଲେ। ଏଥର ଦେଖାନ୍ତୁ ଯେ ପୁନଃସାକ୍ଷାତ କିପରି କରାଯାଏ। ତାʼପରେ ବାଇବଲ ଅଧ୍ୟୟନରେ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ବିଷୟରେ କୁହନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ବାଣୀ ଶୁଣ ୧୨-୧୩ ପୃଷ୍ଠା—ଆଲୋଚନା କରିବା ପାଇଁ କିଛି ଚିତ୍ର ବାଛନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୭

  • “ଯୂନସ ବହିରୁ ଆମେ କʼଣ ଶିଖିପାରିବା”: (୧୫ ମି.) ପାରିବାରିକ ଉପାସନା: ଯୂନସ—ଯିହୋବାଙ୍କ ଦୟାରୁ ଶିଖନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ, ତାʼପରେ ଲେଖା ଉପରେ ଆଲୋଚନା କରନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୮ ଅଧ୍ୟା. ¶୧-୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ