ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଓବଦୀୟ ୧–ଯୂନସ ୪
ନିଜ ଭୁଲ୍ଗୁଡ଼ିକରୁ ଶିଖନ୍ତୁ
ଯୂନସଙ୍କ ସହିତ ଯାହା ଘଟିଲା, ସେଥିରୁ ଆମେ ଶିଖୁ ଯେ ଆମେ ଯେତେବେଳେ କିଛି ଭୁଲ୍ କରୁ, ଯିହୋବା ଆମକୁ ପରିତ୍ୟାଗ କରନ୍ତି ନାହିଁ। କିନ୍ତୁ, ସେ ଚାହାନ୍ତି ଯେ ଆମେ ନିଜ ଭୁଲ୍ଗୁଡ଼ିକରୁ ଶିଖୁ ଏବଂ ଜରୁରୀ ପରିବର୍ତ୍ତନ କରୁ।
ଯୂନ ୧:୩
ଯେତେବେଳେ ଯୂନସଙ୍କୁ ଯିହୋବାଙ୍କଠାରୁ ଏକ ଦାୟିତ୍ୱ ମିଳିଲା, ସେ କʼଣ ଭୁଲ୍ କଲେ?
ଯୂନ ୨:୧-୧୦
ଯୂନସ କʼଣ ପ୍ରାର୍ଥନା କଲେ ଏବଂ ଯିହୋବା ତାଙ୍କୁ କିପରି ଉତ୍ତର ଦେଲେ?
ଯୂନ ୩:୧-୩
ଯୂନସ କିପରି ଦେଖାଇଲେ ଯେ ସେ ନିଜ ଭୁଲ୍ଗୁଡ଼ିକରୁ ଶିଖିଲେ?