୨୭ ନଭେମ୍ବର–୩ ଡିସେମ୍ବର
ନାହୂମ ୧–ହବକ୍କୂକ ୩
ଗୀତ ୧୫୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ”: (୧୦ ମି.)
[ନାହୂମ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
[ହବକ୍କୂକ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ହବ ୨:୧-୪—ଯିହୋବାଙ୍କ ଆଗାମୀ ନ୍ୟାୟର ଦିନରୁ ରକ୍ଷା ପାଇବା ପାଇଁ ଆମକୁ ‘ତହିଁ ପାଇଁ ଅପେକ୍ଷା କରିବାକୁ’ ହେବ (ପ୍ର୦୭-ହି ୧୨/୧ ୧୦ ¶୩-୫)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ନାହୂ ୧:୮; ୨:୬—ନୀନିବୀକୁ କିପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଗଲା? (ପ୍ର୦୭-ହି ୧୨/୧ ୯ ¶୨)
ହବ ୩:୧୭-୧୯—ଯଦିଓ ହର୍ମିଗିଦ୍ଦୋନ୍ ସମୟରେ ଏବଂ ତାʼ ପୂର୍ବରୁ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିପାରେ, ତଥାପି ଆମେ କʼଣ ଭରସା ରଖିପାରିବା? (ପ୍ର୦୭-ହି ୧୨/୧ ୧୦ ¶୧୦)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ହବ ୨:୧୫–୩:୬
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ପରିବାର ପୁସ୍ତିକା—ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ପରିବାର ପୁସ୍ତିକା—ଗତ ସାକ୍ଷାତରେ ଆପଣ ଘରମାଲିକଙ୍କୁ ପୁସ୍ତିକା ଦେଇଥିଲେ। ଏଥର ଦେଖାନ୍ତୁ ଯେ ପୁନଃସାକ୍ଷାତ କିପରି କରାଯାଏ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ର୧୬.୦୩-ହି ୨୩-୨୫ ପୃଷ୍ଠା—ବିଷୟ: କʼଣ ଆପଣ ନିଜ ମଣ୍ଡଳୀରେ ସାହାଯ୍ୟ କରିପାରିବେ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପରିସ୍ଥିତି ବଦଳିବା ସତ୍ତ୍ୱେ ସଜାଗ ରହନ୍ତୁ ଏବଂ ଯିହୋବାଙ୍କ ସେବାରେ ଲାଗି ରହନ୍ତୁ”: (୧୫ ମି.) ଆଲୋଚନା। ଜାଗା ନୂଆ, କିନ୍ତୁ ଉପାସନା ସେଇୟା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୮ ଅଧ୍ୟା. ¶୧୮-୨୧, ୨୮୯ ପୃଷ୍ଠାର ବକ୍ସ
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୯ ଏବଂ ପ୍ରାର୍ଥନା