ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୨
  • “ସ୍ୱର୍ଗରାଜ୍ୟ ସନ୍ନିକଟ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ସ୍ୱର୍ଗରାଜ୍ୟ ସନ୍ନିକଟ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଯୋହନ ପ୍ରଚାର କଲେ ଯେ ମସୀହ ଆସିବେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧-୩

“ସ୍ୱର୍ଗରାଜ୍ୟ ସନ୍ନିକଟ”

୩:୪

  • ଯୋହନଙ୍କ ବେଶଭୂଷାରୁ ଜଣାପଡ଼େ ଯେ ତାଙ୍କ ଜୀବନ ଅତି ସରଳ ଥିଲା। ସେ ନିଜ ସମ୍ପୂର୍ଣ୍ଣ ଧ୍ୟାନ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ ଲଗାଇଲେ

  • ଯୋହନ ଯାହା ମଧ୍ୟ ତ୍ୟାଗ କଲେ, ତାʼଠାରୁ କାହିଁ କେତେ ଅଧିକ ତାଙ୍କୁ ଆଶିଷ ମିଳିଲା। ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ପଥ ପ୍ରସ୍ତୁତ କରିବାର ତାଙ୍କୁ ମହାନ ସମ୍ମାନ ମିଳିଲା

ସରଳ ଜୀବନଯାପନ କରିବା ଦ୍ୱାରା ଆମେ ଯିହୋବାଙ୍କ ସେବାରେ ଅଧିକ କରିପାରିବା ଏବଂ ପ୍ରକୃତ ସନ୍ତୁଷ୍ଟି ପାଇବା। ଆମ ଜୀବନକୁ ସରଳ କରିବା ପାଇଁ ଆମେ . . .

  • ସ୍ଥିର କରିବା ଯେ ଆମକୁ କେଉଁ ଜିନିଷଗୁଡ଼ିକର ପ୍ରକୃତରେ ଆବଶ୍ୟକତା ରହିଛି

  • ଅଯଥା ଖର୍ଚ୍ଚ କରିବା ନାହିଁ

  • ଲେଖି ରଖିବା ଯେ ରୋଜଗାର ଅନୁସାରେ କେତେ ଖର୍ଚ୍ଚ କରିପାରିବା

  • ବ୍ୟବହାରରେ ଆସୁ ନ ଥିବା ଜିନିଷଗୁଡ଼ିକୁ ବିକ୍ରି କରିଦେବା, କାହାରିକୁ ଦେଇଦେବା କିମ୍ବା ଫିଙ୍ଗିଦେବା

  • ସମସ୍ତ ଋଣ ଶୁଝିଦେବା

  • ଚାକିରି-ବ୍ୟବସାୟରେ ଆବଶ୍ୟକତାଠାରୁ ଅଧିକ ସମୟ ଦେବା ନାହିଁ

[ଷ୍ଠାରେ କ୍ୟାପସନ୍‌ ୨]

ଯୋହନ ବନମଧୁ ଓ ପଙ୍ଗପାଳ (ଝିଣ୍ଟିକା) ଖାଉଥିଲେ

ସରଳ ଜୀବନଯାପନ କରିବା ଦ୍ୱାରା ମୁଁ ନିଜର କେଉଁ ଲକ୍ଷ୍ୟ ହାସଲ୍‌ କରିପାରିବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ