ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୩
  • ୮-୧୪ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୮-୧୪ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୩

୮-୧୪ ଜାନୁୟାରୀ

ମାଥିଉ ୪-୫

  • ଗୀତ ୪୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା”: (୧୦ ମି.)

    • ମାଥି ୫:୩—ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବାର ଭୋକ ମେଣ୍ଟାଇବା ଦ୍ୱାରା ଆମେ ସୁଖୀ ହେବା (“ଧନ୍ୟ,” “ଆତ୍ମାରେ ଦୀନହୀନ ଲୋକେ,” ଅଧ୍ୟୟନ ବାଇବଲ—ମାଥି ୫:୩ ଅଧ୍ୟୟନ ତଥ୍ୟ)

    • ମାଥି ୫:୭—ଦୟାଳୁ ଓ ସହାନୁଭୂତିଶୀଳ ହେବା ଦ୍ୱାରା ଆମେ ସୁଖୀ ହେବା (“ଦୟାଳୁ,” ଅଧ୍ୟୟନ ବାଇବଲ—ମାଥି ୫:୭ ଅଧ୍ୟୟନ ତଥ୍ୟ)

    • ମାଥି ୫:୯—ଅନ୍ୟମାନଙ୍କ ସହିତ ଶାନ୍ତି ବଜାୟ ରଖିବା ଦ୍ୱାରା ଆମେ ସୁଖୀ ହେବା (“ଶାନ୍ତିକାରକ,” ଅଧ୍ୟୟନ ବାଇବଲ—ମାଥି ୫:୯ ଅଧ୍ୟୟନ ତଥ୍ୟ; ପ୍ର୦୭-ହି ୧୨/୧ ୧୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୪:୯—ଶୟତାନ ପ୍ରଲୋଭନ ଦେଖାଇ ଯୀଶୁ ଖ୍ରୀଷ୍ଟଙ୍କୁ କʼଣ କରାଇବାକୁ ଚେଷ୍ଟା କଲା? (“ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ,” ଅଧ୍ୟୟନ ବାଇବଲ—ମାଥି ୪:୯ ଅଧ୍ୟୟନ ତଥ୍ୟ)

    • ମାଥି ୪:୨୩—ଯୀଶୁ କେଉଁ ଦୁଇଟି ମହତ୍ତ୍ୱପୂର୍ଣ୍ଣ କାମ କଲେ? (“ଶିକ୍ଷା ଦେଇ . . . ଘୋଷଣା [ପ୍ରଚାର] କରି,” ଅଧ୍ୟୟନ ବାଇବଲ—ମାଥି ୪:୨୩ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୫:୩୧-୪୮

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ଦେଖନ୍ତୁ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ର୧୬.୦୩-ହି ପୃ. ୩୧-୩୨—ବିଷୟବସ୍ତୁ: କʼଣ ଶୟତାନ ଯୀଶୁଙ୍କର ପରୀକ୍ଷା ନେବା ପାଇଁ ତାହାଙ୍କୁ ବାସ୍ତବରେ ମନ୍ଦିରକୁ ନେଇ ଯାଇଥିଲା?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୫

  • ଧାର୍ମିକତା ନିମନ୍ତେ ତାଡ଼ନାପ୍ରାଯ୍ତ ଲୋକେ ଧନ୍ୟ: (୯ ମି.) ନାମ୍‌ଗୁଙ୍ଗ୍‌ ପରିବାର: ବିଶ୍ୱାସ ଯୋଗୁଁ ଜେଲ୍‌ରେ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ତାʼପରେ ଆଲୋଚନା କରନ୍ତୁ ଯେ ଏହି ଭିଡିଓରୁ ଆମେ କʼଣ ଶିଖିଲୁ।

  • “ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ”: (୬ ମି.) ଆଲୋଚନା। ପଚାରନ୍ତୁ ଯେ ପ୍ରତ୍ୟେକ ବକ୍ସର ଶେଷ ପରାମର୍ଶ ହିଁ କାହିଁକି ସଠିକ୍‌ ଅଟେ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୦ ¶୧୯-୨୩, ୩୦୯ ପୃଷ୍ଠାର ବକ୍ସ

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ