ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୬-୭
ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ
ଯୀଶୁଙ୍କ ଆଦର୍ଶ ପ୍ରାର୍ଥନାରୁ ଆମେ ଶିଖୁ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ଓ ତାହାଙ୍କ ରାଜ୍ୟ ସହ ଜଡ଼ିତ ବିଷୟଗୁଡ଼ିକୁ ଆମେ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍।
୬:୯-୧୩
ଈଶ୍ୱରଙ୍କ ନାମ
ଈଶ୍ୱରଙ୍କ ରାଜ୍ୟ
ଈଶ୍ୱରଙ୍କ ଇଚ୍ଛା
ପ୍ରତିଦିନର ଆହାର
ପାପଗୁଡ଼ିକର କ୍ଷମା
ପରୀକ୍ଷାଗୁଡ଼ିକରୁ ରକ୍ଷା
ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ବିଷୟଗୁଡ଼ିକ ପାଇଁ ମୁଁ ପ୍ରାର୍ଥନା କରିପାରିବି, ଯେପରି—
ପ୍ରଚାର କାମ ଆଗକୁ ବଢ଼ୁ
ଅତ୍ୟାଚାର ସହୁଥିବା ଭାଇଭଉଣୀମାନଙ୍କୁ ଈଶ୍ୱର ପବିତ୍ର ଶକ୍ତି ଦେଇ ସମ୍ଭାଳନ୍ତୁ
ନିର୍ଦ୍ଦିଷ୍ଟ ନିର୍ମାଣ କାମ କିମ୍ବା ପ୍ରଚାର ଅଭିଯାନ ଉପରେ ଈଶ୍ୱର ଆଶିଷ ଦିଅନ୍ତୁ
ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଈଶ୍ୱର ବୁଦ୍ଧି ଓ ଶକ୍ତି ଦିଅନ୍ତୁ
ଅନ୍ୟାନ୍ୟ ବିଷୟ