ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୯
  • ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ନିଜ ସମୟ ଓ ସାମର୍ଥ୍ୟ ଦେଇପାରିବେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୯

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ

ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ

ରାଜ୍ୟଘର, ସମ୍ମିଳନୀ ଭବନ ଓ ଶାଖା କାର୍ଯ୍ୟାଳୟର ନିର୍ମାଣ କାମ କରିବା ମଧ୍ୟ ଏକ ପ୍ରକାରର ପବିତ୍ର ସେବା ଅଟେ । (ଯାତ୍ରା ୩୬:୧) କʼଣ ଆପଣ ସ୍ଥାନୀୟ ଯୋଜନା ଓ ନିର୍ମାଣ କାମର ଫର୍ମ (DC-50) ଭରିପାରିବେ ? ଏପରି କରି ଆପଣ ଯେବେ ଦରକାର ହୁଏ, ତେବେ ଆପଣ ନିଜ ଅଞ୍ଚଳରେ ହେଉଥିବା ନିର୍ମାଣ କାମରେ ସାହାଯ୍ୟ କରିପାରିବେ କିମ୍ବା କʼଣ ଆପଣ ‘ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ’ ପାଇଁ ଫର୍ମ (A-19) ଭରିପାରିବେ ? ଏପରି କଲେ ଆପଣ ଦୂର ଜାଗାଗୁଡ଼ିକରେ କିଛି ସପ୍ତାହ କିମ୍ବା କିଛି ମାସ ପାଇଁ ନିର୍ମାଣ କାମ କରିପାରିବେ । ନିର୍ମାଣ କାମରେ ସହଯୋଗ କରିବା ପାଇଁ ଆପଣଙ୍କୁ ଏହି କାମ ଜଣାଥିବା ଜରୁରୀ ନୁହେଁ ।—ନିହି ୨:୧, ୪, ୫.

ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ—ସଂଗଠନର ନିର୍ମାଣ କାମରେ ଭାଗ ନିଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯିହୋବାଙ୍କ ଉପରେ ବିସ ରଖ ଏବଂ ପଦକ୍ଷେପ ନିଅ​—ସଂଗଠନର ନିର୍ମାଣ କାମରେ ଭାଗ ନିଅ ନାମକ ଭିଡିଓର ଏକ ଦୃଶ୍ୟ । ସାରା ସେଇଠାରେ ଅଛନ୍ତି ଯେଉଁଠାରେ ନିର୍ମାଣ କାମ ଚାଲିଛି । ସେ ଗୋଟିଏ ମଜବୁ ଟୋପି ପିନ୍ଧିଛନ୍ତି ଏବଂ ବତ ଖୁସି ଅଛନ୍ତି ।

    ସାରାଙ୍କ ଚିନ୍ତା କʼଣ ଥିଲା ? ତାଙ୍କ ଚିନ୍ତା କିପରି ଦୂର ହେଲା ?

ଯଦି ଆପଣ ନିର୍ମାଣ କାମରେ ଭାଗ ନେବାର ଲକ୍ଷ୍ୟ ରଖିଛନ୍ତି, ତେବେ ଆପଣ ମଣ୍ଡଳୀର ପ୍ରାଚୀନମାନଙ୍କ ସହ କଥା ହୁଅନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ