ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୭
  • ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଦୟା ଅଟେ ଶକ୍ତିଶାଳୀ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୦-୧୧

ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ

୧୧:୨୮-୩୦

“ମୋହର ଜୁଆଳି ସହଜ”

ଯୀଶୁ ଜଣେ ବଢ଼େଇ ହୋଇଥିବାରୁ ସେ ଜାଣିଥିଲେ ଯେ ଗୋଟିଏ ଭଲ ଜୁଆଳି କିପରି ତିଆରି କରାଯାଏ। ସେ ହୁଏତ ଜୁଆଳିକୁ ଆରାମଦାୟକ କରିବା ପାଇଁ ସେଥିରେ କପଡ଼ା କିମ୍ବା ଚମଡ଼ା ମଧ୍ୟ ଲଗାଉଥିଲେ। ଯେତେବେଳେ ଆମେ ବାପ୍ତିସ୍ମ ନେଇ ଯୀଶୁଙ୍କ ଶିଷ୍ୟ ହେବାର ଜୁଆଳି ଉଠାଉ, ସେତେବେଳେ ଆମେ କଠିନରୁ କଠିନ କାମ କରିବା ଏବଂ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଅଣ୍ଟା ଭିଡ଼ିଥାଉ। କିନ୍ତୁ ଏପରି କରିବା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ ଏବଂ ଭରପୂର ଆଶିଷ ମଧ୍ୟ ପାଇଥାଉ।

ଯେବେଠାରୁ ଆପଣ ଯୀଶୁଙ୍କ ଜୁଆଳି ଉଠାଇଛନ୍ତି, ଆପଣଙ୍କୁ କʼଣ କʼଣ ଆଶିଷ ମିଳିଛି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ