ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମେ ପୃଷ୍ଠା ୬
  • ୨୮ ମେ–୩ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୮ ମେ–୩ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମେ ପୃଷ୍ଠା ୬

୨୮ ମେ–୩ ଜୁନ୍‌

ମାର୍କ ୧୩-୧୪

  • ଗୀତ ୩୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ”: (୧୦ ମି.)

    • ମାର୍କ ୧୪:୨୯, ୩୧—ଶିଷ୍ୟମାନେ ପ୍ରକୃତରେ ଯୀଶୁଙ୍କୁ ଅସ୍ୱୀକାର କରିବାକୁ ଚାହୁଁ ନ ଥିଲେ

    • ମାର୍କ ୧୪:୫୦—ଯେତେବେଳେ ଯୀଶୁଙ୍କୁ ବନ୍ଦୀ କରାଗଲା, ସେତେବେଳେ ସମସ୍ତ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ପଳାଇଗଲେ

    • ମାର୍କ ୧୪:୪୭, ୫୪, ୬୬-୭୨—ପିତର ସାହସର ସହିତ ଯୀଶୁଙ୍କ ପକ୍ଷ ନେଲେ ଏବଂ କିଛି ଦୂରରେ ରହି ତାହାଙ୍କ ପଛେ ପଛେ ଗଲେ। କିନ୍ତୁ, ପରେ ସେ ତିନି ଥର ଯୀଶୁଙ୍କୁ ଅସ୍ୱୀକାର କଲେ [ବିଶ୍ୱାସର ଅନୁକାରୀ (ହିନ୍ଦୀ) ୨୦୦ ¶୧୪; ଇନସାଇଟ୍‌-୨ ୬୧୯ ¶୬]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାର୍କ ୧୪:୫୧, ୫୨—ଫୁଙ୍ଗା ବା ଖାଲି ଦେହରେ ପଳାଇ ଯାଇଥିବା ଯୁବା ଜଣକ ହୁଏତ କିଏ ଥିଲେ? (ପ୍ର୦୮-ହି ୨/୧୫ ୩୦ ¶୬)

    • ମାର୍କ ୧୪:୬୦-୬୨—ଯୀଶୁ ହୁଏତ କେଉଁ କାରଣରୁ ମହାଯାଜକଙ୍କ ପ୍ରଶ୍ନର ଉତ୍ତର ଦେଇଥିବେ? [ଯୀଶୁ ହିଁ ପଥ (ଇଂରାଜୀ) ୨୮୭ ¶୪]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାର୍କ ୧୪:୪୩-୫୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୧୮୧-୧୮୨ ¶୧୭-୧୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୭

  • “ଯିହୋବା ଆପଣଙ୍କୁ ସାହସ ଦେବେ”: (୧୫ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୯ ¶୫-୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ