ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୨
  • ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ମଦ ପିଇବା ମାମଲାରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧-୩

ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ

ଜଣେ ଭାଇ ବ୍ୟକ୍ତିଗତ ଅଧୟନ ସମୟରେ ଚିନ୍ତନ କରୁଛନ୍ତି

୨:୧୪, ୧୫

ଆମ ବିବେକ ଆମକୁ ସଠିକ୍‌ ବାଟ ଦେଖାଇବା ପାଇଁ ଆମକୁ କʼଣ କରିବାକୁ ହେବ?

  1. ୧. ଏହାକୁ ବାଇବଲ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ତାଲିମ ଦେବାକୁ ହେବ

  2. ୨. ଯେତେବେଳେ ବିବେକ ସେହି ସିଦ୍ଧାନ୍ତଗୁଡ଼ିକୁ ମନେ ପକାଇ ଦିଏ, ତାହା ଶୁଣିବାକୁ ହେବ

  3. ୩. ଶାରୀରିକ ଅଭିଳାଷଗୁଡ଼ିକୁ କାବୁ କରିବା ପାଇଁ ପ୍ରାର୍ଥନାରେ ପବିତ୍ର ଶକ୍ତି ମାଗିବାକୁ ହେବ ।—ରୋମୀ ୯:୧

ମୁଁ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ନିଷ୍ପତ୍ତି ନେବା ଉଚିତ୍‌ ଯେ . . .

  • ଏକ ଦମ୍ପତି ମଦ୍ୟ ପାନ କରିବା ପାଇଁ ମନା କରୁଛନ୍ତି

    ମୁଁ ମଦ୍ୟପାନ କରିବି କି ନାହିଁ?

  • ଜଣେ ଭଉଣୀ ସ୍କର୍ଟ ବାଛୁଛନ୍ତି

    ମୁଁ କିଭଳି ପୋଷାକ ପିନ୍ଧିବି ଏବଂ କିଭଳି ସଜବାଜ ହେବି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ